ରାଜଧାନୀରୁ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୩୩ ଜଣ ଲୋକାଲ୍‌ କେସ୍‌ ରହିଛି। ଏହାଛଡ଼ା ୬୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ୍‌ ଭିତରୁ ୧୨୦ ବାଟାଲିଅନ୍‌, ଜଟଣୀ, ଗୌତମ ନଗର, କସ୍‌ମୋପୋଲ୍‌, ଚନ୍ଦକା, ବୁଦ୍ଧ ନଗର, ଏୟାପୋର୍ଟ କଲୋନୀ, ଆମ୍ରି […]

bmc

bmc

Manoranjan Sial
  • Published: Thursday, 06 May 2021
  • Updated: 06 May 2021, 07:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୩୩ ଜଣ ଲୋକାଲ୍‌ କେସ୍‌ ରହିଛି। ଏହାଛଡ଼ା ୬୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ୍‌ ଭିତରୁ ୧୨୦ ବାଟାଲିଅନ୍‌, ଜଟଣୀ, ଗୌତମ ନଗର, କସ୍‌ମୋପୋଲ୍‌, ଚନ୍ଦକା, ବୁଦ୍ଧ ନଗର, ଏୟାପୋର୍ଟ କଲୋନୀ, ଆମ୍ରି ଲେନ୍‌, କୋଳଥିଆ, ନାଗେଶ୍ୱର ଟାଙ୍କୀ, ମାଷ୍ଟର କ୍ୟାଣ୍ଟିନ୍‌ ସ୍କ୍ୱୋୟାର୍‌, ଏଜି କଲୋନୀ, ଅଶୋକ ନଗର, ରାଜାରାଣୀ କଲୋନୀ,  ସତ୍ୟନଗର, ରାମେଶ୍ୱର ପାଟଣା, ଖଣ୍ଡଗିରି ବାରି, ଆର୍ଯ୍ୟ ଭିଲେଜ, ନୂଆଗାଁ ଓ ଗଙ୍ଗନଗରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1390289475255771137?s=20

ସେହିପରି ୟୁନିଟ୍‌-୬ରୁ ୧୪, ୟୁନିଟ୍‌-୭ରୁ ୨, ୟୁନିଟ୍‌-୮ରୁ ୯, ୟୁନିଟ୍‌-୩ରୁ ୨୫, ୟୁନିଟ୍‌-୪ରୁ ୧୨, ୟୁନିଟ୍‌-୫ରୁ ୩,  ୟୁନିଟ୍‌-୧ରୁ ୬, ୟୁନିଟ୍‌-୨ରୁ ୧୦, ଟଙ୍କପାଣି ରୋଡ୍‌ରୁ ୧୩, ସହିଦ୍‌ ନଗରରୁ ୧୧, ଶାସ୍ତ୍ରୀ ନଗରରୁ ୨, ସୂର୍ଯ୍ୟନଗରରୁ ୩, ସୁନ୍ଦରପଦାରୁ ୨୫, ସାୟମ୍‌ପୁରରୁ ୨, ଶିଖରଚଣ୍ଡୀ ନଗରରୁ ୨, ସାମନ୍ତରାପୁରରୁ ୯, ରେଣ୍ଟାଲ୍‌ କଲୋନୀରୁ ୬, ଶିରିପୁରରୁ ୩, ଶୈଳଶ୍ରୀ ବିହାରରୁ ୨୮, ରଘୁନାଥପୁରରୁ ୨, ରସୁଲଗଡ଼ରୁ ୧୮, ପାତ୍ରପଡ଼ାରୁ ୧୧, ପୋଖରୀପୁଟରୁ ୧୫, ପ୍ରେସ୍‌ ଛକରୁ ୩, ପଳାଶପଲ୍ଲୀରୁ ୭, ପଳାଶୁଣୀରୁ ୫, ପଟିଆରୁ ୬୮, ଓଲ୍‌ଡ ଏଜି କଲୋନୀରୁ ୩, ଓଲ୍‌ଡ ଟାଉନ୍‌ରୁ ୩୮, ପାହାଳରୁ ୫, ପାଇକ ନଗରରୁ ୨,  ନୀଳାଦ୍ରି ବିହାରରୁ ୧୨, ନ୍ୟୁ ଏଜି କଲୋନୀରୁ ୬, ନ୍ୟୁ ଫରେଷ୍ଟ ପାର୍କରୁ ୨, ନହରକଣ୍ଟାରୁ ୩, ଅନ୍ୟ ରାଜ୍ୟରୁ ୬, ବମିଖାଲ୍‌ରୁ ୨୫, ମଞ୍ଚେଶ୍ୱରରୁ ୧୫, ଖାରବେଳନଗରରୁ ୮, କେଶୁରାରୁ ୩, ଖଣ୍ଡଗିରିରୁ ୩୫, କଳିଙ୍ଗ ବିହାରରୁ ୧୦, କଳ୍ପନାରୁ ୭, ଝାରପଡ଼ାରୁ ୨୧, କଳିଙ୍ଗନଗରରୁ ୫, କଳିଙ୍ଗ ଷ୍ଟାଡିୟମ୍‌ ସ୍କ୍ୱୋୟାର୍‌ରୁ ୩,  ହଂସପାଳରୁ ୪, ଆଇଆର୍‌ସି ଭିଲେଜରୁ ୫, ଜାଗମରାରୁ ୧୫, ଜୟଦେବ ବିହାରରୁ ୧୭, ବରମୁଣ୍ଡାରୁ ୪୦, ଜିଜିପି କଲୋନୀରୁ ୨, ଘାଟିକିଆରୁ ୪, ଗାଡ଼କଣାରୁ ୩, ଗଜପତି ନଗରରୁ ୫, ଡୁମ୍‌ଡୁମାରୁ ୨୭, ଡମଣାରୁ ୬, ଡେଲ୍‌ଟା ସ୍କ୍ୱୋୟାର୍‌ରୁ ୪, ସିଆର୍‌ପି ସ୍କ୍ୱୋୟାରରୁ ୫, ଚକେଇଶିଆଣୀରୁ ୮, ବିଜେବି ନଗରରୁ ୧୯, ଚିନ୍ତାମଣୀଶ୍ୱରରୁ ୧୨, ଭିମଟାଙ୍ଗୀରୁ ୧୩, ଚନ୍ଦ୍ରଶେଖରପୁରରୁ ୩୭, ମଧୁସୂଦନ ନଗରରୁ ୬, ବିଡିଏ କଲୋନୀରୁ ୬, ଭରତପୁରରୁ ୭, ବାପୁଜି ନଗରରୁ ୧୪, ନୟାପଲ୍ଲୀରୁ ୪୮, ଆଇଗିଣିଆରୁ ୩, ଏମ୍‌ସ ନଗରରୁ ୪, ଲକ୍ଷ୍ମୀ ସାଗରରୁ ୨୪, ଅଶୋକ ନଗରରୁ ୩ ଓ ବଡ଼ଗଡ଼ରୁ ୨୨ ଜଣ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story