ଭୁବନେଶ୍ୱରରୁ ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୫ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ପୁଣି ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି କରୋନା। ଆଜି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୪୫ ଜଣ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଗୁରୁବାର ବିଏମ୍‌ସି ଅଞ୍ଚଳରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ୩୦୭ ଜଣ ଜିହ୍ନଟ ହୋଇଥିଲେ। ଆଜି ଚିହ୍ନଟ ହୋଇଥିବା ୨୪୫ ଲୋକାଲ୍‌ କେସ୍‌ ଭିତରୁ ଭିମେଶ୍ୱର ମାର୍ଗ, […]

bmc

bmc

Manoranjan Sial
  • Published: Friday, 16 April 2021
  • Updated: 16 April 2021, 06:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ପୁଣି ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି କରୋନା। ଆଜି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୪୫ ଜଣ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଗୁରୁବାର ବିଏମ୍‌ସି ଅଞ୍ଚଳରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ୩୦୭ ଜଣ ଜିହ୍ନଟ ହୋଇଥିଲେ।

ଆଜି ଚିହ୍ନଟ ହୋଇଥିବା ୨୪୫ ଲୋକାଲ୍‌ କେସ୍‌ ଭିତରୁ ଭିମେଶ୍ୱର ମାର୍ଗ, ବିଏସ୍‌ଏନ୍‌ଏଲ୍‌ କଲୋନୀ, ଡୁମ୍‌ଡୁମା, ଗଜପତି ନଗର, ଗଣ୍ଡମୁଣ୍ଡା, ଗୌତମ ନଗର, ବୁଦ୍ଧେଶ୍ୱରୀ କଲୋନୀ, ଜଗମୋହନ ନଗର, ଜୟଦୁର୍ଗା ନଗର, ସୌଭାଗ୍ୟ ନଗର, ନ୍ୟୁ ଏଜି କଲୋନୀ, ଓଲଡ୍‌ ଏଜି କଲୋନୀ, ଓପିଟିସିଏଲ୍‌ କଲୋନୀ, ଓୟୁଏଟି କଲୋନୀ, ପ୍ରଶାନ୍ତ ବିହାର, ପାହାଳ, ପାଇକ ନଗର, ସିଆର୍‌ପିଏଫ୍‌ ଛକ, ରଘୁନାଥପୁର, ୟୁନିଟ୍‌-୭, ୟୁନିଟ୍‌-୯, ବାଣୀବିହାର ଓ ବିବେକାନନ୍ଦ ମାର୍ଗରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1383027072990281737?s=20

ସେହିପରି ଆଚାର୍ଯ୍ୟବିହାରରୁ ୪, ଓଲ୍‌ଡ ଟାଉନ୍‌ରୁ ୧୦, ୟୁନିଟ୍‌-୮ରୁ ୮, ରସୁଲଗଡ଼ରୁ ୭, ସହିଦ ନଗରରୁ ୪, ଶୈଳଶ୍ରୀ ବିହାରରୁ ୮, ସତ୍ୟନଗରରୁ ୩, ଶାସ୍ତ୍ରୀ ନଗରରୁ ୨, ନୟାପଲ୍ଲୀରୁ ୧୩, ସୁନ୍ଦରପଦାରୁ ୬, ଟଙ୍କପାଣି ରୋଡ୍‌ରୁ ୭, ୟୁନିଟ୍‌-୩ରୁ ୪, ୟୁନିଟ୍‌-୪ରୁ ୨, ଭୀମପୁରରୁ ୨, ଜଗନ୍ନାଥ ନଗର, ୟୁନିଟ୍‌-୬ରୁ ୪, ପାତ୍ରପଡ଼ାରୁ ୩, ପୋଖରୀପୁଟରୁ ୨,  ପଳାଶୁଣୀରୁ ୨, ଝାରପଡ଼ାରୁ ୫, ଖାରବେଳ ନଗରରୁ ୩, ଖଣ୍ଡଗିରିରୁ ୧୬, କଳିଙ୍ଗନଗରରୁ ୩, କଳ୍ପନା ଛକରୁ ୩, ଲକ୍ଷ୍ମୀ ସାଗରରୁ ୫, ମଞ୍ଚେଶ୍ୱରରୁ ୪, ଭୀମଟାଙ୍ଗିରୁ ୩, ବୁଦ୍ଧେଶ୍ୱରୀ କଲୋନୀ ୨, ଚକେଇଶିଆଣିରୁ ୨, ଜିଜିପି କଲୋନୀରୁ ୫, ହଂସପାଳରୁ ୧୨, ଆଇଆର୍‌ସି ଭିଲେଜରୁ ୩, ଜାଗମରାରୁ ୨, ଚନ୍ଦ୍ରଶେଖରପୁରରୁ ୯, ବିଜେବି ନଗରରୁ ୪, ଡମଣାରୁ ୫, ବମିଖାଲରୁ ୩, ଅଶୋକ ନଗରରୁ ୨, ଭିଏସ୍‌ଏସ୍‌ ନଗରରୁ ୫, ବରମୁଣ୍ଡାରୁ ୪, ଭରତପୁରରୁ ୩ ଓ ପଟିଆରୁ ୧୬ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୩୪୮୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୬୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୯୮୧ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story