କାଲି ପରି ଆଜି ଭୁବନେଶ୍ୱରରେ ଟ୍ରିପ୍‌ଲ ସେଞ୍ଚୁରୀ ମାରିଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ପରି ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ମହାମାରୀ କରୋନା ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି। ଆଜି ପୁଣି ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୭୦ ଜଣ ଲୋକାଲ୍‌ କେସ ଅଛନ୍ତି। ଏନେଇ ବିଏମ୍‌ସି ଟୋୱିଟ୍‌ କରିଛି। ୨୭୦ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ବମିଖାଲ, ଡେଲ୍‌ଟା ଛକ, ଘାଟିକିଆ, ଏକାମ୍ର ବିହାର, ଗଙ୍ଗାନଗର, ଫରେଷ୍ଟ ପାର୍କ, ପାତ୍ରପଡ଼ା, ଓଲ୍‌ଡ ଏଜି କଲୋନୀ, ଗୌରୀ […]

Bhubaneswar

Bhubaneswar

Manoranjan Sial
  • Published: Thursday, 15 April 2021
  • Updated: 15 April 2021, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ପରି ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ମହାମାରୀ କରୋନା ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି। ଆଜି ପୁଣି ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୭୦ ଜଣ ଲୋକାଲ୍‌ କେସ ଅଛନ୍ତି। ଏନେଇ ବିଏମ୍‌ସି ଟୋୱିଟ୍‌ କରିଛି।

୨୭୦ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ବମିଖାଲ, ଡେଲ୍‌ଟା ଛକ, ଘାଟିକିଆ, ଏକାମ୍ର ବିହାର, ଗଙ୍ଗାନଗର, ଫରେଷ୍ଟ ପାର୍କ, ପାତ୍ରପଡ଼ା, ଓଲ୍‌ଡ ଏଜି କଲୋନୀ, ଗୌରୀ ନଗର, ସିଆର୍‌ପିଏଫ୍ ଛକ, ଆଇଆର୍‌ସି ଭିଲେଜ, ନନ୍ଦନ ବିହାର, ଗଣେଶନଗର, ଲୋଇସ୍‌ ରୋଡ୍‌, ୟୁନିଟ୍‌-୧, ଫୁଲ୍‌ ନଖରା, ସତ୍ୟନଗର, ସୌଭାଗ୍ୟ ନଗର ଓ ୟୁନିଟ୍‌-୭ରୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/bmcbbsr/status/1382662843783254023?s=20

ସେହିପରି ମାଷ୍ଟର କ୍ୟାଣ୍ଟିନରୁ ୨, ଆଚାର୍ଯ୍ୟ ବିହାରରୁ ୭, ୟୁନିଟ୍‌-୩ରୁ ୬, ୟୁନିଟ୍‌-୪ରୁ ୨, ୟୁନିଟ୍‌-୬ରୁ ୪, ପୋଖରୀପୁଟରୁ ୪, ୟୁନିଟ୍‌-୯ରୁ ୪, ସୁନ୍ଦରପଦାରୁ ୬, ସୂର୍ଯ୍ୟ ନଗରରୁ ୨, ଟଙ୍କପାଣି ରୋଡ୍‌ରୁ ୭, ଶାସ୍ତ୍ରୀ ନଗରରୁ ୩, ରସୁଲଗଡ଼ରୁ ୩, ସହିଦ ନଗରରୁ ୨, ଶୈଳଶ୍ରୀ ବିହାରରୁ ୨, ସାମନ୍ତରାପୁରରୁ ୭, ପଟିଆରୁ ୧୩, ୟୁନିଟ୍‌-୮ରୁ ୭, ପଳାସପଲ୍ଲୀରୁ ୨, ସତ୍ୟନଗରରୁ ୬, ନୀଳାଦ୍ରି ବିହାରରୁ ୧୦, ନୟାପଲ୍ଲୀରୁ ୧୫, ନ୍ୟୁ ଏଜି କଲୋନୀରୁ ୨, ନୀଳକଣ୍ଠ ନଗରରୁ ୨,  ଗୋପବନ୍ଧୁ ଛକରୁ ୨, ଜିଜିପି କଲୋନୀରୁ ୪, ମହାବୀର ନଗରରୁ ୨, ଜଗନ୍ନାଥ ନଗରରୁ ୨, ଜଗମୋହନ ନଗରରୁ ୨,  କଳ୍ପନା ଛକରୁ ୬, ଓଲ୍‌ଡ ଟାଉନ୍‌ରୁ ୧୭, ହଂସପାଳରୁ ୫,  ବାଣୀବିହାରରୁ ୪, କଳିଙ୍ଗନଗରରୁ ୬, ଝାରପଡ଼ାରୁ ୪, ଜୟଦେବ ବିହାରରୁ ୪,  ଚକେଇଶିଆଣୀରୁ ୨, ଡୁମ୍‌ଡୁମାରୁ ୬,  ବାପୁଜୀ ନଗରରୁ ୨,  ଏମ୍‌ସ ନଗରରୁ ୨, ଲକ୍ଷ୍ମୀସାଗରରୁ ୬, ଖଣ୍ଡଗିରିରୁ ୧୧,  ବଡ଼ଗଡ଼ରୁ ୫, ଚନ୍ଦ୍ରଶେଖରପୁରରୁ ୧୦, ବରମୁଣ୍ଡାରୁ ୩, ଭିମଟାଙ୍ଗୀରୁ ୨, ଚିନ୍ତାମଣୀଶ୍ୱରରୁ ୩, ମଞ୍ଚେଶ୍ୱରରୁ ୮ ଓ ବିଜେବି ନଗରରୁ ୨ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story