ରାଜଧାନୀରେ ‘କରୋନା’ରେ ୯ ଆକ୍ରାନ୍ତ, ୧୦ ସୁସ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଜି ଆଉ ୯ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮ ଲୋକାଲ୍‌ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଅନ୍ୟପକ୍ଷରେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ୯ କରୋନା ଆକ୍ରାନ୍ତ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେ ହେଉଛନ୍ତି ଜଣେ ୨୮ ବର୍ଷୀୟା ମହିଳା। ସେ ଦିଲ୍ଲୀରୁ […]

corona

corona

Manoranjan Sial
  • Published: Saturday, 27 June 2020
  • Updated: 27 June 2020, 03:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଜି ଆଉ ୯ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮ ଲୋକାଲ୍‌ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଅନ୍ୟପକ୍ଷରେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ୯ କରୋନା ଆକ୍ରାନ୍ତ ଭିତରୁ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେ ହେଉଛନ୍ତି ଜଣେ ୨୮ ବର୍ଷୀୟା ମହିଳା। ସେ ଦିଲ୍ଲୀରୁ ଫେରି ଏୟାରପୋର୍ଟ କଲୋନୀ ସ୍ଥିତ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ତାଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠା ଯାଇଥିଲା। ଆଜି ତାଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି।

https://twitter.com/bmcbbsr/status/1276804513593085953?s=20

ସେହିପରି ଅନ୍ୟ ୮ ଜଣ ଲୋକାଲ୍‌ କେସ୍‌। ସେମାନଙ୍କ ଭିତରୁ ୪ ଜଣ ଶିରିପୁର ଲକ୍ଷ୍ମୀବଜାର ଲକ୍ଷ୍ମୀବଜାର ବସ୍ତିରୁ ଚିହ୍ନଟ ହୋଇଛନ୍ତି। ଆଉ ଜଣେ ହେଉଛନ୍ତି ଘରୋଇ ସିକ୍ୟୁରିଟି ଗାର୍ଡ। ତଙ୍କୁ RBI ଅଫିସ୍‌ ପାଖରୁ ଚିହ୍ନଟ କରାଯାଇଛି। ଅନ୍ୟ ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲର କର୍ମଚାରୀ। ସେମାନେ ପୂର୍ବ ଆକ୍ରାନ୍ତଙ୍କ ଲିଙ୍କ୍‌ ଥିଲେ।

ଅନ୍ୟପକ୍ଷରେ ଆଜି ୧୦ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story