ଭୁବନେଶ୍ୱରରୁ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୬ ଲୋକାଲ୍ କେସ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍ରୁ ୧୦୮ ଓ ଲୋକାଲ୍ କେସ ୨୪୬ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ୩୧୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 4th Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/7sN3TKWjcj— BMC (@bmcbbsr) October 4, 2020
ବଡ଼ଗଡ଼ରୁ ୫, ବରମୁଣ୍ଡାରୁ ୪, ବିଜେବି ନଗରରୁ ୪, ଚନ୍ଦ୍ରଶେଖରପୁରରୁ ୮, ଡୁମ୍ଡୁମାରୁ ୭, ପଟିଆରୁ ୧୮, ନାଗେଶ୍ୱର ଟାଙ୍ଗୀରୁ ୪, ମଞ୍ଚେଶ୍ୱରରୁ ୫, ଲକ୍ଷ୍ମୀସାଗରରୁ ୧୦, ଖଣ୍ଡଗିରିରୁ ୫, ସାମନ୍ତରାପୁରରୁ ୧୧, ଜୟଦେବ ବିହାରରୁ ୪, ଜାଗମରାରୁ ୫, ଆଇଆରସି ଭିଲେଜରୁ ୧୦, ଓଲ୍ଡ ଟାଉନରୁ ୫, ଟଙ୍କପାଣି ରୋଡ୍ରୁ ୪, ରସୁଲଗଡ଼ରୁ ୫, ସହିଦ ନଗରରୁ ୮, ଶୈଳଶ୍ରୀ ବିହାରରୁ ୭, ଝାରପଡ଼ାରୁ ୧୫, ଶିଶୁ ଭବନ ଛକରୁ ୧୨, ସୁନ୍ଦରପଦାରୁ ୪, ନୀଳାଦ୍ରି ବିହାରରୁ ୫, ୟୁନିଟ୍-୯ରୁ ୬, ୟୁନିଟ୍-୬ରୁ ୯ ଜଣ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୨୩୨୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୫୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୩୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।