ଭୁବନେଶ୍ୱରରୁ ୧୧୨୦ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୯୬୧ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୧୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୫୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୬୧ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ୯୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଏରୋଡ୍ରମ୍‌ ଏରିଆ, ନନ୍ଦ ବଜାର, କେଶରୀ ନଗର, ଗୋପବନ୍ଧୁ ନଗର, ଗୌତମ ନଗର, ଗଣ୍ଡମୁଣ୍ଡା, ସିଆର୍‌ପି ସ୍କ୍ୱୋୟାର, କାନନ ବିହାର, କପିଳପ୍ରସାଦ, ଅଶୋକ ନଗର, ନ୍ୟୁ ଫରେଷ୍ଟ […]

BMC

BMC

Manoranjan Sial
  • Published: Thursday, 20 May 2021
  • Updated: 20 May 2021, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୧୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୫୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୬୧ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ୯୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଏରୋଡ୍ରମ୍‌ ଏରିଆ, ନନ୍ଦ ବଜାର, କେଶରୀ ନଗର, ଗୋପବନ୍ଧୁ ନଗର, ଗୌତମ ନଗର, ଗଣ୍ଡମୁଣ୍ଡା, ସିଆର୍‌ପି ସ୍କ୍ୱୋୟାର, କାନନ ବିହାର, କପିଳପ୍ରସାଦ, ଅଶୋକ ନଗର, ନ୍ୟୁ ଫରେଷ୍ଟ ପାର୍କ, ନନ୍ଦନ ବିହାର, ମୈତ୍ରୀ ବିହାର, ମଧୁସୂଦନ ନଗର, ପାହାଳ, ରାଜ ଭବନ ସ୍କ୍ୱୋୟାର, ଶିଖରଚଣ୍ଡୀ ନଗର, ଶତାବ୍ଦୀ ନଗର ଓ ୟୁନିଟ୍‌-୭ ଅଞ୍ଚଳରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1395370219388891140?s=20

ସେହିପରି ୟୁନିଟ୍‌-୯ରୁ ୧୩, ଶିଶୁ ଭବନ ସ୍କ୍ୱୋୟାରରୁ ୬, ସହିଦ ନଗରରୁ ୧୭, ୟୁନିଟ୍‌-୬ରୁ ୧୩, ୟୁନିଟ୍‌-୪ରୁ ୪, ୟୁନିଟ୍‌-୩ରୁ ୫, ୟୁନିଟ୍‌-୨ରୁ ୪, ଶିରିପୁରରୁ ୧୧, ୟୁନିଟ୍‌-୮ରୁ ୨୦, ସୌଭାଗ୍ୟ ନଗରରୁ ୫, ସୁନ୍ଦରପଦାରୁ ୨୦, ସୂର୍ଯ୍ୟ ନଗରରୁ ୪, ୟୁନିଟ୍‌-୧ରୁ ୮, ପଟିଆରୁ ୪୦, ଭିଏସ୍‌ଏସ୍‌ ନଗରରୁ ୧୧, ବାଣୀ ବିହାରରୁ ୬, ରେଣ୍ଟାଲ୍‌ କଲୋନୀରୁ ୨ ଓ ଶ୍ୟାମପୁରରୁ ୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ଶିଜୁଆରୁ ୩, ଗାଡକଣରୁ ୬, ଭରତପୁରରୁ ୧୨, କଳିଙ୍ଗ ନଗରରୁ ୭, ଖାରବେଳ ନଗରରୁ ୭, ମାଷ୍ଟର କ୍ୟାଣ୍ଟିନ୍‌ ସ୍କ୍ୱୋୟାରରୁ ୩, ନୂଆଗାଁରୁ ୨,  କଳ୍ପନାରୁ ୮, ଜଗମୋହନ ନଗରରୁ ୨, ଝାରପଡ଼ାରୁ ୨୬, ଖଣ୍ଡଗିରିରୁ ୪୩, କଳିଙ୍ଗ ବିହାରରୁ ୧୧,  ଜାଗମରାରୁ ୧୩, ଏମ୍ସ ନଗରରୁ ୨, ଏୟାରପୋର୍ଟ କଲୋନୀରୁ ୨, ଜୟଦେବ ବିହାରରୁ ୧୯, ବଡ଼ଗଡ଼ରୁ ୩୯, ବାପୁଜି ନଗରରୁ ୧୧, ବିଡିଏ କଲୋନୀରୁ ୬, ଭିମଟାଙ୍ଗିରୁ ୧୧, ବିଜେବି ନଗରରୁ ୯ ଓ ବମିଖାଲ୍‌ରୁ ୯ ଜଣ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା ଚକେଇଶିଆଣୀରୁ ୪, ଗଭର୍ନର ହାଉସ୍‌ ସ୍କ୍ୱୋୟାରରୁ ୨, ଘାଟିକିଆରୁ ୬, ଜିଜିପି କଲୋନୀରୁ ୧୦, ଗଜପତି ନଗରରୁ ୧୪, ନୟାପଲ୍ଲୀରୁ ୪୨, ନୀଳାଦ୍ରି ବିହାରରୁ ୨୩, ଡମଣାରୁ ୮, ସିଆର୍‌ପି କ୍ୟାମ୍ପରୁ ୯, ଚିନ୍ତାମଣିଶ୍ୱେରୀରୁ ୬, ଚନ୍ଦ୍ରଶେଖରପୁରରୁ ୨୫, ଲକ୍ଷ୍ମୀସାଗରରୁ ୩୪, ଆଇଆର୍‌ସି ଭିଲେଜରୁ ୩, ଆଚାର୍ଯ୍ୟ ବିହାରରୁ ୫, ନହରକଣ୍ଟାରୁ ୩, ନାଗେଶ୍ୱର ଟାଙ୍ଗିରୁ ୫, ଓଲଡ୍‌ ଟାଙ୍ଗିରୁ ୪୨, ମଞ୍ଚେଶ୍ୱରରୁ ୨୪, ଲୋଇସ୍‌ ରୋଡ୍‌ରୁ ୫, ହଂସପାଳଳରୁ ୮, ବରମୁଣ୍ଡାରୁ ୨୩, ପଳାଶପଲ୍ଲୀରୁ ୬, ପଳାଶୁଣୀରୁ ୪, ଟଙ୍କପାଣି ରୋଡ୍‌ରୁ ୧୯, ପାତ୍ରପଡ଼ାରୁ ୨୦, ସାମନ୍ତରାପୁରରୁ ୯, ପ୍ରଶାନ୍ତି ବିହାରରୁ ୫, ରସୁଲଗଡ଼ରୁ ୧୮, ରବି ଟକିଜ ସ୍କ୍ୱୋୟାରରୁ ୩, ଡୁମ୍‌ଡୁମାରୁ ୫୦, ଶ୍ରୀ ବିହାରରୁ ୨, ଶାସ୍ତ୍ରୀ ନଗରରୁ ୯, ସତ୍ୟ ନଗରରୁ ୧୦, ସତ୍ୟ ବିହାରରୁ ୨, ପୋଖରୀପୁଟରୁ ୧୬, ସାଲିଆ ସାହିରୁ ୬ ଓ ଶୈଳଶ୍ରୀ ବିହାରରୁ ୧୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story