ପିଙ୍କିଙ୍କୁ ହାତୁଡ଼ିରେ ପିଟି ପିଟି ହତ୍ୟା ଅଭିଯୋଗ; ଶାଶୂଘର ଲୋକେ ଫେରାର

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଘର ଲୋକେ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପିଙ୍କି ସ୍ୱାଇଁ (୨୪)। ତାଙ୍କ ବାପଘର ବି ଗୋବିନ୍ଦପୁର ଗାଁରେ। ଆଜି ସକାଳେ ପିଙ୍କିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଶାଶୂ ଘରୁ ହିଁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଶାଶୂ ଘର ଲୋକେ ଫେରାର ହୋଇଯାଇଛନ୍ତି। […]

murder

murder

Jitendra Garnayak
  • Published: Saturday, 08 June 2019
  • Updated: 08 June 2019, 01:11 PM IST

Sports

Latest News

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଘର ଲୋକେ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପିଙ୍କି ସ୍ୱାଇଁ (୨୪)। ତାଙ୍କ ବାପଘର ବି ଗୋବିନ୍ଦପୁର ଗାଁରେ।

ଆଜି ସକାଳେ ପିଙ୍କିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଶାଶୂ ଘରୁ ହିଁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଶାଶୂ ଘର ଲୋକେ ଫେରାର ହୋଇଯାଇଛନ୍ତି।

ପିଙ୍କି ଦୁଇ ବର୍ଷ ତଳେ ଗାଁର ଫିରୋଜ ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ପରିବାରର ସହମତିରେ ଏହି ବିବାହ ହୋଇଥିଲା। ବାହାଘର ପରେ ପିଙ୍କିଙ୍କୁ ତାଙ୍କ ଶାଶୂଘର ଲୋକେ ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି। ସେମାନେ ହିଁ ତାଙ୍କୁ ମାରି ଥିବା ଅଭିଯୋଗ କରି ସେ ଥାନାରେ ଏତଲା ଦେଇଛନ୍ତି।

ପିଙ୍କିଙ୍କ ମାମୁ କହିଛନ୍ତି,“ମୋ ଭାଣିଜୀଙ୍କୁ ତାଙ୍କ ଶାଶୂ ଘର ଲୋକେ ମାରପିଟ କରୁଥିଲେ। ତାଙ୍କ ଶାଶୂ, ଶ୍ୱଶୁର ଓ ସ୍ୱାମୀ ମିଶି ତାଙ୍କୁ ହତ୍ୟା କରିଛନ୍ତି।”

ଶେରଗଡ଼ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ କରୁଛି।

ଶେରଗଡ଼ ଥାନା ଏସ୍ଆଇ ଆର୍.ଏନ୍. ମାଝୀ କହିଛନ୍ତି,“ ଶାଶୂ ଘର ଲୋକେ ପିଙ୍କିଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଆଜି ସେମାନେ ତାଙ୍କୁ ମାରି ଦେଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଲୁହାର କୌଣସି ଓଜନିଆ ଜିନିଷରେ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଶାଶୂ ଘର ଲୋକେ ଫେରାର ହୋଇଯାଇଛନ୍ତି। ଘଟଣାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story