ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଅପଡେଟ ନେଇ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସୂଚନା । ଓଡ଼ିଶାରେ କୋଭିଡ଼ ମୃ ତ୍ୟୁହାର ସାରା ଦେଶରେ କମ୍ ରହିଛି । ରାଜ୍ୟର ୭୦ ପ୍ରତିଶତ ଆ କ୍ରାନ୍ତ ହୋମ୍ ଆ ଇସୋଲେସନରେ ଅଛନ୍ତି । ହୋମ୍ ଆ ଇସୋଲେସନରେ ଥିବା ଅଧିକାଂଶ ଆ କ୍ରାନ୍ତ ଆ ରୋଗ୍ୟ ହେଉଛନ୍ତି । ଆସନ୍ତା ୭ ଦିନ ଯାଏ ବିଶେଷଜ୍ଞ ଡାକ୍ତର ସାଢ଼େ ୪ଟାରେ ପରାମର୍ଶ ଦେବେ । ହୋମ୍ ଆ ଇସୋଲେସନ ସଂପର୍କରେ ପ୍ରଫେସର ଅମରେନ୍ଦ୍ର ମହାନ୍ତିଙ୍କ ସୂଚନା ।
ଲକ୍ଷଣ ନଥିବା ଓ ଅତି ଅଳ୍ପ ଲକ୍ଷଣ ଥିବା ଲୋକ ଘରେ ରହି ଚିକିତ୍ସା ହୋଇପାରିବେ । ହୋମ୍ ଆ ଇସୋଲେସନରେ ଥିବା ବେଳେ ଲକ୍ଷଣ ଦେଖିଲେ ଜଣାଇବେ । ହୋମ୍ ଆ ଇସୋଲେସନରେ ରହୁଥିବା ଆ କ୍ରାନ୍ତଙ୍କୁ ମାଗଣାରେ କିଟ୍ ଦିଆ ଯାଉଛି । କିଟ୍ରେ ଔଷଧ ସହ ଯାବତୀୟ ସୂଚନା, ପୁସ୍ତିକା, ଫୋନ୍ ନମ୍ବର ଦିଆ ଯାଇଛି । ୧୦ ଦିନ ଦିଆ ଇସୋଲେସନ ଓ ୭ ଦିନ ଅତିରିକ୍ତ ଆ ଇସୋଲେସନରେ ରହିବେ ।
ଆଇସୋଲେସନ ନେଇ ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତିଙ୍କ ସୂଚନା । ଲକ୍ଷଣହୀନ ରୋଗୀ ଘରେ ରହିଲେ ଉପଯୁକ୍ତ ସେବାଯତ୍ନ ପାଇପାରିବେ । ଘରେ ରହିଲେ ସୁସ୍ଥ ହେବା ନେଇ ମନୋବଳ ବଢ଼ିବ, ମାନସିକ ସୁସ୍ଥ ରହିବେ । ହୋମ୍ ଆ ଇସୋଲେସନରେ ରହୁଥିବା ରୋଗୀ ପ୍ରଚୁର ପାଣି ପିଇବା ଉଚିତ । ଆମେ ସଚେତନ ହେଲେ କରୋନା ହାରିବ, ଆ ମେ ନିଶ୍ଚିତ ଜିତିବା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।