ନୀଳଗିରି: ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜଅଧୀନ ରାଧାକିଶୋରପୁର ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଲମ୍ୱୋଧର ମହାନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ  ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ୨ଟି ଭାଲୁ ଗାଁ ଭିତରକୁ ପଶି ଆସିଥିଲେ। ତେବେ ଗୋଟିଏ ଭାଲୁ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟ ଭାଲୁଟି ଗାଁରେ ଲୁଚି ରହିଛି। ଭାଲୁକୁ ଧରିବା ପାଇଁ ବନ ବିଭାଗ  ଉଦ୍ୟମ ଜାରି ରହିଛି।

attack

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 03:24 AM IST

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜଅଧୀନ ରାଧାକିଶୋରପୁର ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଲମ୍ୱୋଧର ମହାନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ  ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରବିବାର ରାତିରେ ୨ଟି ଭାଲୁ ଗାଁ ଭିତରକୁ ପଶି ଆସିଥିଲେ। ତେବେ ଗୋଟିଏ ଭାଲୁ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟ ଭାଲୁଟି ଗାଁରେ ଲୁଚି ରହିଛି। ଭାଲୁକୁ ଧରିବା ପାଇଁ ବନ ବିଭାଗ  ଉଦ୍ୟମ ଜାରି ରହିଛି।

Related story