ନିଆଳିରେ ୬ଟି ବୁଥରେ ସାନି ମତଦାନ ବେଳେ ଉତ୍ତେଜନା, ମତଦାନ ବନ୍ଦ

କଟକ: ନିଆଳି ବ୍ଲକ ପୋଖରୀ ଗାଁର ୬ଟି ବୁଥରେ ସାନି ମତଦାନ ବେଳେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଭୋଟବାକ୍ଯ ଲୁଟ୍‌ କରିଥିବା ବ୍ୟକ୍ତିକୁ ଗିରଫ ଦାବିରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏହାକୁ ଆଖିରେ ରଖି ସେଠାରେ ମତଦାନ ବନ୍ଦ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ପୋଲିସ୍‌ ମୁତୟନ କରାଯାଇଛି।

niale

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 01:19 PM IST

Related story