୯ ଆଇପିଏସଙ୍କୁ ନୂଆ ନିଯୁକ୍ତି, ୨ ଆଇପିଏସଙ୍କୁ ମିଳିଲାନି ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ ଆଇପିଏସ ପରିଚାଳନା ନୀତିକୁ ନେଇ ସମାଲୋଚନା ହେବାପରେ ଆଜି ଗୃହ ବିଭାଗ ପକ୍ଷରୁ ୯ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୩ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୬ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। ତେବେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ରାଜ୍ୟ ସରକାରରେ ଯୋଗ ଦେଇଥିବା ଆଇପିଏସ୍ ହିମାଂଶୁ ଲାଲ ଓ ସତ୍ୟଜିତ୍ ନାଏକଙ୍କୁ ନୂଆ ନିଯୁକ୍ତି ନଦେଇ ସରକାର ସେମାନଙ୍କୁ ବସାଇ ରଖିଥିବା ଜଣାପଡ଼ିଛି। ଗୃହ ବିଭାଗ ପକ୍ଷରୁ […]

IPS-reshuffle-750x430

IPS-reshuffle-750x430

Tapas Behera
  • Published: Wednesday, 23 September 2020
  • Updated: 23 September 2020, 06:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ ଆଇପିଏସ ପରିଚାଳନା ନୀତିକୁ ନେଇ ସମାଲୋଚନା ହେବାପରେ ଆଜି ଗୃହ ବିଭାଗ ପକ୍ଷରୁ ୯ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୩ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୬ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। ତେବେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ରାଜ୍ୟ ସରକାରରେ ଯୋଗ ଦେଇଥିବା ଆଇପିଏସ୍ ହିମାଂଶୁ ଲାଲ ଓ ସତ୍ୟଜିତ୍ ନାଏକଙ୍କୁ ନୂଆ ନିଯୁକ୍ତି ନଦେଇ ସରକାର ସେମାନଙ୍କୁ ବସାଇ ରଖିଥିବା ଜଣାପଡ଼ିଛି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ବ୍ୟାଚର ଆଇପିଏସ୍ ଅରୁଣ କୁମାର ରାୟ, ୧୯୯୪ ବ୍ୟାଚର ଯଶବନ୍ତ ଜେଠୁୱାଙ୍କୁ ଆଇନଶୃଙ୍ଖଳା ଏଡିଜି ଓ ୧୯୯୫ ବ୍ୟାଚର ଆଇପିଏସ୍ ରୀତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି। ଏହି ୩ ବରିଷ୍ଠ ଆଇପିଏସ କେନ୍ଦ୍ରୀୟ ଡେପୁଟେସନରୁ ଫେରି ନିଯୁକ୍ତି ଅପେକ୍ଷାରେ ରହିଥିଲେ।

ସେହିପରି  ଏଡିଜି କମ୍ୟୁନିକେସନରେ ଥିବା ଆଇପିଏସ ଲଳିତ ଦାସଙ୍କୁ ହେଡ୍ କ୍ୱାର୍ଟର ଏଡିଜି, ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ, ୧୯୯୬ ବ୍ୟାଚର ସଞ୍ଜୟ କୁମାର ସିଂହଙ୍କୁ ମଡର୍ଣ୍ଣାଇଜେସନ୍ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ରେଖା ଲୋହାନୀଙ୍କୁ ଟୁଇନସିଟିର ଅତିରିକ୍ତ ପୁଲିସ କମିଶନର,ରାଜେଶ କୁମାରଙ୍କୁ ରାଜ୍ୟ ଫୋରେନସିକ୍ ଲ୍ୟାବର  ଆଇଜି ଓ ଅନୁପମ ଜେମସଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି।
ତେବେ କେନ୍ଦ୍ରରୁ ଫେରି ୨ସପ୍ତାହରୁ ଅଧିକ ସମୟ ଧରି ନିଯୁକ୍ତି ଅପେକ୍ଷାରେ ଥିବା ହିମାଂଶୁ ଲାଲ ଓ ସତ୍ୟଜିତ୍ ନାଏକଙ୍କୁ ଆଜି କୌଣସି ନିଯୁକ୍ତି ମିଳିନାହିଁ। ଆସନ୍ତା ସପ୍ତାହକ ମଧ୍ୟରେ ଡିଆଇଜି ଓ ଏସପି ପାହ୍ୟାରେ ଏକ ଅଦଳବଦଳବେଳେ ଏହି ଅଫିସରମାନଙ୍କୁ ନିଯୁକ୍ତି ମିଳିପାରେ ବୋଲି ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story