ସରକାରୀ କର୍ମଚାରୀଙ୍କ ୯ ଛୁଟି ବେକାର, ପାଇବେ ମୋଟ ୧୦୬ଦିନ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଆସନ୍ତା ୨୦୨୧ ମସିହାରେ ମୋଟ ୧୦୬ ଦିନ ଛୁଟିରେ ରହିବାର ସୁଯୋଗ ପାଇବେ। ଏଥିରେ ୨୯ ଦିନ ସରକାରୀ ଛୁଟି,  ୫୨ଟି ରବିବାର, ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ସମେତ ଗୋଟିଏ ଦିନର ଇଚ୍ଛାଧୀନ ଛୁଟି ସାମିଲ ଅଛି। ୨୦୨୧ ମସିହାରେ ସରକାରୀ କର୍ମଚାରୀଙ୍କ ୯ଟି ଛୁଟି ବେକାର ଯାଇଛି। ଏହି ୯ଦିନ ଛୁଟି ମଧ୍ୟରୁ ୩ଟି ରବିବାର ପଡ଼ିଥିବାବେଳେ ୫ଟି ଶନିବାର ଓ ଗୋଟିଏ ଦିନରେ ମହାବିଷୁବ […]

Govt-officer

Govt-officer

Tapas Behera
  • Published: Tuesday, 20 October 2020
  • Updated: 20 October 2020, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଆସନ୍ତା ୨୦୨୧ ମସିହାରେ ମୋଟ ୧୦୬ ଦିନ ଛୁଟିରେ ରହିବାର ସୁଯୋଗ ପାଇବେ। ଏଥିରେ ୨୯ ଦିନ ସରକାରୀ ଛୁଟି,  ୫୨ଟି ରବିବାର, ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ସମେତ ଗୋଟିଏ ଦିନର ଇଚ୍ଛାଧୀନ ଛୁଟି ସାମିଲ ଅଛି। ୨୦୨୧ ମସିହାରେ ସରକାରୀ କର୍ମଚାରୀଙ୍କ ୯ଟି ଛୁଟି ବେକାର ଯାଇଛି। ଏହି ୯ଦିନ ଛୁଟି ମଧ୍ୟରୁ ୩ଟି ରବିବାର ପଡ଼ିଥିବାବେଳେ ୫ଟି ଶନିବାର ଓ ଗୋଟିଏ ଦିନରେ ମହାବିଷୁବ ସଂକ୍ରାନ୍ତି,ଆମ୍ବେଦକର ଜୟନ୍ତୀ ଓ ମହାବୀର ଜୟନ୍ତୀ ପଡ଼ୁଛି। ଯେଉଁଥିପାଇଁ ଏପ୍ରିଲ ୧୪ରେ ମହାବୀର ଜୟନ୍ତୀ ଛୁଟି ବେକାର ଯାଇଛି।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ବିଜ୍ଞପ୍ତି ଜାରି କରି ୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି। ବର୍ଷତମାମ ମୋଟ ୨୯ଦିନ ସରକାରୀ ଛୁଟି ଓ  ୮ଟି ଇଚ୍ଛାଧୀନ ଛୁଟିଦିନ ଘୋଷଣା ହୋଇଛି। ଏହି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ ସରକାରୀ କର୍ମଚାରୀ ଚାହିଁଲେ ଗୋଟିଏ ଦିନ ନିଜ ଇଚ୍ଛା ମୁତାବକ ଛୁଟି ନେଇପାରିବେ। ଇଚ୍ଛାଧୀନ ଛୁଟିରେ ଜାନୁୟାରୀ ୨୦ରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଜାନୁୟାରୀ ୨୫ରେ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୩ରେ ଇଷ୍ଟର ସଟରଡେ’, ମଇ ୧୦ରେ ଶବେ-ଇ-କାଦର, ମଇ ୨୬ରେ ବୁଦ୍ଧପୂର୍ଣ୍ଣିମା ଓ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ଜୁଲାଇ ୨୦ରେ ବାହୁଡ଼ା, ନଭେମ୍ବର ୧୨ରେ ଅଁଳାନବମୀ ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ୍ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ଘୋଷଣା କରାଯାଇଛି। ଏହି ଇଚ୍ଛାଧୀନ ଛୁଟିଗୁଡ଼ିକ ମଧ୍ୟରୁ କର୍ମଚାରୀମାନେ ନିଜର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଦରଖାସ୍ତ ଦେଇ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ।

ସେହିପରି ୯ଟି ଛୁଟିଦିନ ଶନିବାର,ରବିବାର ଓ ଅନ୍ୟ ଛୁଟିଦିନରେ ପଡ଼ୁଥିବାରୁ ସେଗୁଡ଼ିକ ବେକାର ଯାଇଛି। ମହାବୀର ଜୟନ୍ତୀ ଏପ୍ରିଲ ୧୪ତାରିଖ ବୁଧବାର ପଡ଼ୁଥିଲେ ମଧ୍ୟ ସେହିଦିନ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ଯୋଗୁ ସରକାରୀ ଛୁଟି ରହିବ। ସେହିପରି ମଇ ୨୨ ଚତୁର୍ଥ ଶନିବାରରେ ରାଜା ରାମମୋହନ ରାୟ ଜୟନ୍ତୀ, ନଭେମ୍ବର ୨୭ ଚତୁର୍ଥ ଶନିବାରରେ ପ୍ରଥମାଷ୍ଟମୀ ପଡ଼ୁଛି। ସରକାରୀ ନିୟମ ଅନୁସାରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ରହୁଥିବାରୁ ଏହି ଛୁଟି ବେକାର ଯାଇଛି। ସେହିପରି ସୁବାସ ବୋଷ ଓ ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଚତୁର୍ଥ ଶନିବାର,ଦୋଳପୂଣ୍ଣିମା ରବିବାର, ସ୍ୱାଧୀନତା ଦିବସ ରବିବାର,ଝୁଲଣ ପୂର୍ଣ୍ଣିମା ରବିବାର, ନୂଆଖାଇ ଦ୍ୱିତୀୟ ଶନିବାର ଓ ଏକ୍ସମାସ ଚତୁର୍ଥ ଶନିବାର ଛୁଟିଦିନରେ ପଡ଼ୁଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story