୨୦୧୯-୨୦ର ନବମ ଶ୍ରେଣୀ ପିଲା ଦେଇପାରିବେ ମ୍ୟାଟ୍ରିକ ପରୀକ୍ଷା

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ବର୍ଷର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଚଳିତବର୍ଷ ଦେଇପାରିବେ ମ୍ୟାଟ୍ରିକ ପରୀକ୍ଷା। ଅର୍ଥାତ କରୋନା ପାଇଁ ଗତ ଶିକ୍ଷାବର୍ଷରେ ବାଧାପ୍ରାପ୍ତ ଶିକ୍ଷାଦାନର ପ୍ରଭାବିତ ହୋଇଥିବା ୯ମ ଶ୍ରେଣୀ ସମସ୍ତ ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୨୦୨୧ ମେ’ ମାସରେ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷାରେ ଏହି ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ। ସୂଚନା  ଯୋଗ୍ୟ, […]

SCHOOL

SCHOOL

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 06:55 PM IST

Sports

Latest News

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ବର୍ଷର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଚଳିତବର୍ଷ ଦେଇପାରିବେ ମ୍ୟାଟ୍ରିକ ପରୀକ୍ଷା। ଅର୍ଥାତ କରୋନା ପାଇଁ ଗତ ଶିକ୍ଷାବର୍ଷରେ ବାଧାପ୍ରାପ୍ତ ଶିକ୍ଷାଦାନର ପ୍ରଭାବିତ ହୋଇଥିବା ୯ମ ଶ୍ରେଣୀ ସମସ୍ତ ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୨୦୨୧ ମେ’ ମାସରେ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷାରେ ଏହି ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ।

ସୂଚନା  ଯୋଗ୍ୟ, କରୋନାର ଯୋଗୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା। ତେଣୁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ହୋଇପାରିନଥିଲା। ପରବର୍ତ୍ତୀ ସମୟରେ ୨୦୨୧ ଜାନୁଆରୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ନିମନ୍ତେ କୋଭିଡ୍‌ ନିୟମାବଳୀରେ ସ୍କୁଲ ଖୋଲା ଯାଇଥିଲା। ପିଲାମାନଙ୍କର ମାନସିକ ଚାପକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ। ପିଲାମାନଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କର ଡାଉଟ୍‌ କ୍ଲିୟର ପାଇଁ ସ୍ୱତନ୍ତ୍ର କ୍ଲାସ ବିଦ୍ୟାଳୟରେ କରାଯିବ।

ସେହିପରି ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୧ ମେ’ ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story