ପୁଣି ନିରଞ୍ଜନ ହେବେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ!

ଭୁବନେଶ୍ୱର: କିଏ ହେବେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ? ତାକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ସଭାପତି ରେସ୍ ପାଇଁ ଲବିରେ ସବୁଠାରୁ ଆଗରେ ଅଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ରାଜ୍ୟ ନେତାଙ୍କ ମଧ୍ୟରୁ ୯୦ ପ୍ରତିଶତ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ନିରଞ୍ଜନ ପାଇଁ ଓକିଲାତି କରିଥିବା ଜଣାପଡ଼ିଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏ ବିଷୟରେ କିଛି ନ କହିଥିଲେ ମଧ୍ୟ ଖୁବଶୀଘ୍ର ସାଂଗଠନିକ ପରିବର୍ତ୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି। ପିସିସି […]

pcc meeting

pcc meeting

Rakesh Mallick
  • Published: Wednesday, 10 May 2017
  • Updated: 11 May 2017, 09:58 AM IST

Sports

Latest News

ଭୁବନେଶ୍ୱର: କିଏ ହେବେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ? ତାକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ସଭାପତି ରେସ୍ ପାଇଁ ଲବିରେ ସବୁଠାରୁ ଆଗରେ ଅଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ରାଜ୍ୟ ନେତାଙ୍କ ମଧ୍ୟରୁ ୯୦ ପ୍ରତିଶତ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ନିରଞ୍ଜନ ପାଇଁ ଓକିଲାତି କରିଥିବା ଜଣାପଡ଼ିଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏ ବିଷୟରେ କିଛି ନ କହିଥିଲେ ମଧ୍ୟ ଖୁବଶୀଘ୍ର ସାଂଗଠନିକ ପରିବର୍ତ୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି।

ପିସିସି ମୁଖିଆ ରେସ୍‌ରେ ବହୁ ଆଗରେ ନିରଞ୍ଜନ ଅଛନ୍ତି। ଅନ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀକୁ ପଛରେ ପକାଇ ଦେଇଛନ୍ତି କଂଗ୍ରେସର ଏହି ଟାଣୁଆ ନେତା। ଯାହା ସୂଚନା ମିଳୁଛି ପୁଣିଥରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିପାରନ୍ତି ନିରଞ୍ଜନ ପଟ୍ଟନାୟକ। ନିକଟରେ ରାଜ୍ୟର ପ୍ରାୟ ୪୦ ନେତାଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନିରଞ୍ଜନଙ୍କୁ ପିସିସି ସଭାପତି କରାଇବା ସପକ୍ଷରେ ମତ ରଖିଥିବା ଜଣାପଡିଛି।

ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ରାହୁଲଙ୍କ ଆଗରେ ଜଣେ ବରିଷ୍ଠ ନେତା ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା ପାଇଁ ପ୍ରସ୍ତାବ ରଖିଥିଲେ। ଆଉ ଏଥିପାଇଁ ସେ ନିରଞ୍ଜନଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ତେବେ ରାହୁଲ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତା ସହିତ କଂଗ୍ରେସର ନବକଳେବର ଖୁବଶୀଘ୍ର ବୋଲି ସ୍ପଷ୍ଟ ସଂକେତ ଦେଇସାରିଛନ୍ତି। ନିରଞ୍ଜନଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ନିରଞ୍ଜନ କହିଛନ୍ତି ରାହୁଲ ଏ ପ୍ରସଙ୍ଗରେ କୌଣସି ଆଲୋଚନା କରିନାହାନ୍ତି।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ପାଇଁ ପୂର୍ବତନ ପିସିସି ସଭାପତି ଓ କିଛି ବରିଷ୍ଠ ନେତା ଲବି କରିଥିବା ଚର୍ଚ୍ଚା ହେଉଛି। ତେବେ ଭକ୍ତ ଦାସଙ୍କୁ କ୍ୟାଂପେନ କମିଟିର ଚ୍ୟାୟରମ୍ୟାନ କରିପାରନ୍ତି ରାହୁଲ। ରାଜ୍ୟରେ କଂଗ୍ରେସକୁ ମଜଭୁତ କରିବା ପାଇଁ କୋର ଗ୍ରୁପ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ରାହୁଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story