ନବୀନଙ୍କୁ ପ୍ରେସ ସ୍ୱାଧୀନତାର ଆଇନା ଦେଖାଇଲେ ନିରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ପ୍ରେସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଥିବା ଶୁଭେଚ୍ଛାକୁ ନେଇ ନୈତିକତାର ପାଠ ପଢ଼ାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନବୀନ କରିଥିବା ଟ୍ୱିଟ୍‌କୁ ସେୟାର କରି ଗଣମାଧ୍ୟମର ସ୍ୱାଧୀନତା ପ୍ରତି ରାଜ୍ୟ ସରକାରଙ୍କର ଥିବା ଆନ୍ତରିତକା ଉପରେ ପ୍ରଶ୍ନ ଉଠାଇଲେ ନିରଞ୍ଜନ। ଆଉ ପଚାରିଲେ ଓଡ଼ିଶାର ଗଣମାଧ୍ୟମର ସ୍ୱର ଚାପ ମୁକ୍ତ ତ? It is ironical for you to greet journalists on #NationalPressDay, when […]

naveen

naveen

Manoranjan Sial
  • Published: Monday, 16 November 2020
  • Updated: 16 November 2020, 09:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ପ୍ରେସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଥିବା ଶୁଭେଚ୍ଛାକୁ ନେଇ ନୈତିକତାର ପାଠ ପଢ଼ାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନବୀନ କରିଥିବା ଟ୍ୱିଟ୍‌କୁ ସେୟାର କରି ଗଣମାଧ୍ୟମର ସ୍ୱାଧୀନତା ପ୍ରତି ରାଜ୍ୟ ସରକାରଙ୍କର ଥିବା ଆନ୍ତରିତକା ଉପରେ ପ୍ରଶ୍ନ ଉଠାଇଲେ ନିରଞ୍ଜନ। ଆଉ ପଚାରିଲେ ଓଡ଼ିଶାର ଗଣମାଧ୍ୟମର ସ୍ୱର ଚାପ ମୁକ୍ତ ତ?

https://twitter.com/NPatnaikOdisha/status/1328252595668799488?s=20

ନିରଞ୍ଜନ ନବୀନଙ୍କ ଟ୍ୱିଟ୍‌ର ସ୍କ୍ରିନଶଟ୍ ସହ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ବିଡମ୍ବନାର ବିଷୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ନ୍ୟାସନାଲ୍‌ ପ୍ରେସ୍‌ ଡେ’ରେ ଅଭିବାଦନ ଜଣାଇଛନ୍ତି। ଯେତେବେଳେ ପ୍ରକୃତ କଥା ହେଉଛି ଯେ, ନବୀନ ସେମାନଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରିଛନ୍ତି। ମିଡିଆ ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା ସରକାର ଟାର୍ଗେଟ କରିବାର ଅନେକ ଉଦାହରଣ ଅଛି।”

ନବୀନଙ୍କୁ ପରାମର୍ଶ ଦେବାକୁ ଯାଇ ନିରଞ୍ଜନ ଲେଖିଛନ୍ତି-“ମୁଁ ପରାମର୍ଶ ଦେଉଛି ଯେ ସେ (ନବୀନ) ମଧ୍ୟ ଏକ ଶପଥ ଗ୍ରହଣ କରିବା ଉଚିତ। ସେ ଗଣମାଧ୍ୟମକୁ ଭୟଭୀତ କରିବେ ନାହିଁ। ସାମ୍ବାଦିକତାକୁ ମୁକ୍ତ ଓ ନିରପେକ୍ଷ ରଖିବେ। ନ୍ୟାସନାଲ୍‌ ପ୍ରେସ୍‌ ଡେ’ରେ ମିଡିଆ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ହେବ ଉପଯୁକ୍ତ ପୁରସ୍କାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story