ନିରଞ୍ଜନଙ୍କ ମତରେ ଏବେ ବି କଂଗ୍ରେସ ଆଗରେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଅଗଷ୍ଟ ମାସ ସୁଦ୍ଧା ଅର୍ଦ୍ଧାଧିକ ନ ଚେତ୍ ୫୦ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ । ଆମେ ଆଗରେ ଥିଲୁ, ଆଗରେ ଅଛୁ। ୧୮ ବର୍ଷ ହେବ ଯେଉଁ ଦଳ ସରକାରରେ ଅଛି ସେ ରାଜ୍ୟ ପାଇଁ କ’ଣ କରିଛି ଲୋକେ ଜାଣି ସାରିଛନ୍ତି। ଆମେ ଆଶା ରଖିଛୁ ରାଜ୍ୟବାସୀ ପୂର୍ବରୁ ଯେଉଁ ଭୁଲ୍‌ କରିଛନ୍ତି, ତାହାର ପୁନରାବୃତ୍ତି କରିବେ ନାହିଁ।” ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନକୁ […]

nira

nira

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 08:44 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଅଗଷ୍ଟ ମାସ ସୁଦ୍ଧା ଅର୍ଦ୍ଧାଧିକ ନ ଚେତ୍ ୫୦ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ । ଆମେ ଆଗରେ ଥିଲୁ, ଆଗରେ ଅଛୁ। ୧୮ ବର୍ଷ ହେବ ଯେଉଁ ଦଳ ସରକାରରେ ଅଛି ସେ ରାଜ୍ୟ ପାଇଁ କ’ଣ କରିଛି ଲୋକେ ଜାଣି ସାରିଛନ୍ତି। ଆମେ ଆଶା ରଖିଛୁ ରାଜ୍ୟବାସୀ ପୂର୍ବରୁ ଯେଉଁ ଭୁଲ୍‌ କରିଛନ୍ତି, ତାହାର ପୁନରାବୃତ୍ତି କରିବେ ନାହିଁ।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଏଭଳି ବିବୃତ୍ତି ରଖିଛନ୍ତି। ଅଗଷ୍ଟ ମାସ ସୁଦ୍ଧା ଦଳ ତାର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଖାସ୍ ସେଥିପାଇଁ ଏଆଇସିସି ପକ୍ଷରୁ ନିର୍ବାଚନର ବହୁ ପୂର୍ବରୁ ସ୍କ୍ରିନିଂ କମିଟି ଗଠନ କରାଯାଇଛି । ଏହି କମିଟି ବିଧାୟକ ପ୍ରାର୍ଥୀ ପାଇଁ ଯେଉଁ ନାମ ଚୟନ କରିବ, ସ୍କ୍ରିନିଂ କମିଟି ସେହି ନାଁକୁ ଯାଞ୍ଚ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଏଣୁ ଆଗାମୀ ନିର୍ବଚନରେ ଏକ ନମ୍ବର ସ୍ଥାନ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି ପଟ୍ଟନାୟକ। ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶା ସରକାର ଯାହା କରିଛନ୍ତି, ତାର ବିଚାର ଓଡ଼ିଶା ଜନସାଧାରଣ କରିବେ ।

ନିରଞ୍ଜନଙ୍କ ମତର ଜବାବରେ ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ବାଣ ମାରିଛନ୍ତି। ପୂର୍ବରୁ ଦୀର୍ଘସମୟ ଧରି କଂଗ୍ରେସ ସତ୍ତାରେ ରହିଥିବା ବେଳେ ଜନସାଧାରଣ କ’ଣ ଭୁଲ୍  କରିଥିଲେ କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story