୨୦ବର୍ଷ ପରେ ସରକାରଙ୍କ ସଦବୁଦ୍ଧି ଉଦୟ ହେଲା: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୨୦ବର୍ଷ ମଧ୍ୟରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ସେଭଳି କିଛି ବଡ଼ ନିଷ୍ପତ୍ତି ନେଇନଥିବା ରାଜ୍ୟ ସରକାରଙ୍କ ଏବେ ସଦବୁଦ୍ଧି ଉଦୟ ହୋଇଛି  ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଳମ୍ବରେ ହେଲେ ବି ଓପିଜିସିକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିକାରରେ ରଖିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ। ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ନିଜସ୍ୱ ବିଦ୍ୟୁତ ଉତ୍ପାଦନ […]

niranjan-patnaik

niranjan-patnaik

Tapas Behera
  • Published: Saturday, 29 August 2020
  • Updated: 29 August 2020, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୨୦ବର୍ଷ ମଧ୍ୟରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ସେଭଳି କିଛି ବଡ଼ ନିଷ୍ପତ୍ତି ନେଇନଥିବା ରାଜ୍ୟ ସରକାରଙ୍କ ଏବେ ସଦବୁଦ୍ଧି ଉଦୟ ହୋଇଛି  ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଳମ୍ବରେ ହେଲେ ବି ଓପିଜିସିକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିକାରରେ ରଖିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ। ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ନିଜସ୍ୱ ବିଦ୍ୟୁତ ଉତ୍ପାଦନ ପାଇଁ ସରକାର କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିନଥିଲେ ଯାହାହେଉ ଏତେଦିନ ପରେ ସରକାରଙ୍କ ବୁଦ୍ଧି ହେଲା ଏବେ ୪୯ଭାଗ ଏଇଏସଠାରୁ ୧୦୦୦ କୋଟିରେ ନେବେ ବୋଲି ସ୍ଥିର କରିଛନ୍ତି। ରାଜ୍ୟରେ କଂଗ୍ରେସ ସରକାରରେ ଥିବାବେଳେ କର୍ଣ୍ଣାଟକ ସରକାରଙ୍କୁ ଅନୁସରଣ କରି ଓପିଜିସି ସୃଷ୍ଟି କରାଯାଇଥିଲା ଓ ପରିବର୍ତ୍ତୀ ସମୟରେ ମଧ୍ୟ ଓଏଚ୍‌ପିସି ସୃଷ୍ଟି କରାଗଲା। ଉଭୟ ସମୟରେ ସେ ବିଦ୍ୟୁତ ମନ୍ତ୍ରୀ ଥିଲି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଏବେ ଏହି ୨ଟିଯାକ କମ୍ପାନୀ ରାଜ୍ୟ ସରକାରଙ୍କ ପାଇଁ ଦୁଧିଆଳି ଗାଈ ପରି କାର୍ଯ୍ୟ କରୁଛି। ସେଥିପାଇଁ ମୁଁ ଜଣେ ଓଡ଼ିଆ ହିସାବରେ ଅତ୍ୟନ୍ତ ଆନନ୍ଦିତ। ଏବେ ଓପିଜିସିରୁ ପ୍ରାୟ ୧୭୫୦ ମେଗାୱାଟ ବିଦ୍ୟୁତ ପାଇବ। ନିଷ୍ଠାପର ଭାବେ କାମ ହେଲେ ରାଜସ୍ୱ ବୃଦ୍ଧିହେବ ଓ ଏହା ଅବକାରୀ ରାଜସ୍ୱ ଅପେକ୍ଷା ଶତଗୁଣରେ ରାଜ୍ୟ ଓ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ନୀଳାଚଳ ଇସ୍ପାତକୁ ନିଜ ଅଧିନକୁ ନେବାକୁ ସରକାର ତୁରନ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି  ଅନୁରୋଧ କରିଛନ୍ତି।

ସେହିପରି ଜେଇଇ ଓ ନିଟ୍ ପରୀକ୍ଷା ସଂପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ସରକାର ଜେଇଇ ଓ ନିଟ୍ ପରୀକ୍ଷା କରିବାପାଇଁ ଅଟଳ। ରାଜ୍ୟ ସରକାର ପିଲାମାନଙ୍କ ପରୀକ୍ଷା ପାଇଁ ଯିବାଆସିବା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୭ଟି ଯାଗାରେ ପ୍ରାୟ ୫୦ ହଜାର ପିଲା ୨ଘଂଟା ଧରି ମାକ୍ସ ପିନ୍ଧି ପରୀକ୍ଷା ଦେବା କେତେ କଷ୍ଟଦାୟକ ତାହା ଅନୁଭୂତି ନଥିଲେ ବୁଝିହେବ ନାହିଁ। ପିଲାମାନଙ୍କୁ କରୋନା ମହାମାରୀର ସଂକ୍ରମଣରୁ ରକ୍ଷାକରିବା ପାଇଁ ପରୀକ୍ଷା ଦେବାବେଳେ ସାମାଜିକ ଦୂରତା ରକ୍ଷା କରିବାପାଇଁ ବ୍ୟବସ୍ଥା କରାଯିବା ସହ ଯାହା ପିଲାମାନଙ୍କ ପ୍ରାପ୍ୟ ତାହା ତୁରନ୍ତ ତାଙ୍କ ବ୍ୟାକ ଆକାଉଂଟରେ ଜମା କରାଯାଉ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସବୁକଥା ରକ୍ଷା କରୁଛନ୍ତି କିନ୍ତୁ ପରୀକ୍ଷା କଥା ରଖିଲେ ନାହିଁ। ଏହା ଦୁଃଖ ଓ ପରିତାପର ବିଷୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story