ବଲାଙ୍ଗିର ନିରତାର ସ୍ୟାଟେଲାଇଟ୍‌ କେନ୍ଦ୍ର ପାଇଁ ମିଳିନି ଯଥେଷ୍ଟ ଜମି

ବଲାଙ୍ଗିର (ସସ୍ମିତା ସାହୁ): କଟକ ଜିଲ୍ଲା ଓଲଟପୁରରେ ରହିଛି ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିଟେସନ୍‌ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର (ନିରତାର)। ଏହାର ଏକ ସ୍ୟାଟେଲାଇଟ୍‌ ସେଣ୍ଟର ବଲାଙ୍ଗିର ସହର ଉପକଣ୍ଠ ଶାସ୍ତ୍ରୀନଗରରେ ଖୋଲାଯାଇଥିଲା। ଏହାକୁ ଏବେ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର (ସିଆର୍‌ସି)ରେ ପରିଣତ କରିବେ କେନ୍ଦ୍ର ସରକାର। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଜିଲ୍ଲାପ୍ରଶାସନକୁ ଚିଠି କରାଯାଇଛି। ସୂଚନାରୁ ପ୍ରକାଶ, […]

Swami Vivekananda National Institute of Rehabilitation1

Rakesh Mallick
  • Published: Thursday, 26 July 2018
  • Updated: 26 July 2018, 11:33 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): କଟକ ଜିଲ୍ଲା ଓଲଟପୁରରେ ରହିଛି ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିଟେସନ୍‌ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର (ନିରତାର)। ଏହାର ଏକ ସ୍ୟାଟେଲାଇଟ୍‌ ସେଣ୍ଟର ବଲାଙ୍ଗିର ସହର ଉପକଣ୍ଠ ଶାସ୍ତ୍ରୀନଗରରେ ଖୋଲାଯାଇଥିଲା। ଏହାକୁ ଏବେ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର (ସିଆର୍‌ସି)ରେ ପରିଣତ କରିବେ କେନ୍ଦ୍ର ସରକାର। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଜିଲ୍ଲାପ୍ରଶାସନକୁ ଚିଠି କରାଯାଇଛି।

ସୂଚନାରୁ ପ୍ରକାଶ, ଗତ ମେ’ ୨୧ ତାରିଖରେ ବଲାଙ୍ଗିରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିଟେସନ୍‌ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର ସ୍ୟାଟେଲାଇଟ୍‌ ସେଣ୍ଟରର ଲୋକାର୍ପଣ ହୋଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଏହାକୁ ରାଜ୍ୟ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ସେହି ସମୟରେ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ରମ କରିବାକୁ ବଲାଙ୍ଗିରର କେତେକ ଅନୁଷ୍ଠାନ ଦାବି କରିଥିଲେ। କାରଣ ଏହି କେନ୍ଦ୍ରଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ, ଏଠାରେ ଉଭୟ ଆଉଟ୍‌ଡୋର ଓ ଇନ୍‌ଡୋର ସେବା ଆରମ୍ଭ ହୋଇପାରିବ। ଏହାଛଡ଼ା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ତିଆରି ହେବ। ଏପରିକି ଅଧିକ ଗବେଷଣା ମଧ୍ୟ ହୋଇପାରିବ।

ବଲାଙ୍ଗିରବାସୀଙ୍କ ଏହି ଦାବିକୁ କେନ୍ଦ୍ର ସରକାର ମାନିନେଇଛନ୍ତି। ବଲାଙ୍ଗିର ନିରତାର ସ୍ୟାଟେଲାଇଟ୍‌ ସେଣ୍ଟରକୁ ଏକ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର(ସିଆର୍‌ସି) କରିବାକୁ ଘୋଷଣା କରିଛନ୍ତି। ମାତ୍ର ଏଥିପାଇଁ ଥିବା ଜମି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖିଛି କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ। ଏଥିପାଇଁ ୫ ଏକର ଜମି ଦରକାର ବୋଲି ଏହି ଚିଠିଲେ ଉଲ୍ଲେଖ ରହିଛି। ପୂର୍ବରୁ ରାଜ୍ୟ ସରକାର ୩ ଏକର ଜମି ଦେଇଥିବା ବେଳେ ଏବେ ଆଉ ଦୁଇ ଏକର ଦରକାର। ହେଲେ ଦୁଃଖର ବିଷୟ, ଚିଠି ଆସିବା ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍‌ ବସିଛି। ଆବଶ୍ୟକ ହେଉଥିବା ଜମି କଥା ଚିନ୍ତା କରୁନି। ହେଲେ ତହସିଲଦାର କହୁଛନ୍ତି, ନିୟମ ମୁତାବକ ଆବେଦନ କଲେ ଖୁବ ଶୀଘ୍ର ଜମି ଯୋଗାଇଦେବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story