ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଗିରଫ ଦାବିରେ ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ଧାରଣା ଜାରି

ରାଉରକେଲା: ରାଉରକେଲା ଏନ୍‌ଆଇଟିର ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ଗିରଫ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି। ଏହି ମାମଲାରେ ଏନ୍‌ଆଇଟି  କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚମ୍ପତିରାୟଙ୍କ ବିରୋଧରେ  ଦିଆଯାଇଥିବା ଏତଲାକୁ  ନେଇ  ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଗତ ୨୫ରେ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ବିରୋଧରେ କଲେଜର ଛାତ୍ରଛାତ୍ରୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।। ୮ ଜଣିଆ ତଦନ୍ତ କମିଟିର ପ୍ରାଥମିକ ରିପୋର୍ଟ ଆଧାରରେ ଚମ୍ପତିରାୟଙ୍କୁ ଶୁକ୍ରବାର ଏନ୍‌ଆଇଟିର ମୁଖ୍ୟ ସୁରକ୍ଷା ଅଧିକାରୀ […]

nit

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 06:29 AM IST

ରାଉରକେଲା: ରାଉରକେଲା ଏନ୍‌ଆଇଟିର ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ଗିରଫ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି। ଏହି ମାମଲାରେ ଏନ୍‌ଆଇଟି  କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚମ୍ପତିରାୟଙ୍କ ବିରୋଧରେ  ଦିଆଯାଇଥିବା ଏତଲାକୁ  ନେଇ  ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।

ଗତ ୨୫ରେ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ବିରୋଧରେ କଲେଜର ଛାତ୍ରଛାତ୍ରୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।। ୮ ଜଣିଆ ତଦନ୍ତ କମିଟିର ପ୍ରାଥମିକ ରିପୋର୍ଟ ଆଧାରରେ ଚମ୍ପତିରାୟଙ୍କୁ ଶୁକ୍ରବାର ଏନ୍‌ଆଇଟିର ମୁଖ୍ୟ ସୁରକ୍ଷା ଅଧିକାରୀ ପଦରୁ ନିଲମ୍ୱନ କରାଯାଇଥିଲା।

Related story