ଏନ୍ଆଇଟିର ଦ୍ୱିତୀୟ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ବଂଶୀଧର ପଣ୍ଡାଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଶୁକ୍ରବାର ଏନଆଇଟିର ଦ୍ୱିତୀୟ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ଇମ୍ଫାର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ବଂଶୀଧର ପଣ୍ଡା ଓ ଡ. ମନୀନ୍ଦ୍ର ଅଗ୍ରୱାଲଙ୍କୁ  ସମ୍ମାନସୂଚକ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଆଇଟିର ନିର୍ଦ୍ଦେଶକ ଆର୍.ଭି ରାଜକୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ବଂଶୀଧର ପଣ୍ଡା ଓ ଡ. ମନୀନ୍ଦ୍ର ଅଗ୍ରୱାଲଙ୍କୁ ସମ୍ମାନସୂଚନ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏନଆଇଟିର ନିର୍ଦ୍ଦେଶକ ସୁନୀଲ କୁମାର ଷଡ଼ଙ୍ଗୀ ଓ ବୋର୍ଡ […]

bansidharapanda

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 02:47 PM IST

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଶୁକ୍ରବାର ଏନଆଇଟିର ଦ୍ୱିତୀୟ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ଇମ୍ଫାର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ବଂଶୀଧର ପଣ୍ଡା ଓ ଡ. ମନୀନ୍ଦ୍ର ଅଗ୍ରୱାଲଙ୍କୁ  ସମ୍ମାନସୂଚକ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଆଇଟିର ନିର୍ଦ୍ଦେଶକ ଆର୍.ଭି ରାଜକୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ବଂଶୀଧର ପଣ୍ଡା ଓ ଡ. ମନୀନ୍ଦ୍ର ଅଗ୍ରୱାଲଙ୍କୁ ସମ୍ମାନସୂଚନ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏନଆଇଟିର ନିର୍ଦ୍ଦେଶକ ସୁନୀଲ କୁମାର ଷଡ଼ଙ୍ଗୀ ଓ ବୋର୍ଡ ଅଫ୍ ଗଭର୍ଣ୍ଣାସର ଅଧ୍ୟକ୍ଷା ଶ୍ରୀମତୀ ରାମସ୍ୱାମୀ ଉପସ୍ଥିତ ଥିଲେ। ଆଜି ଏନଆଇଟିର ଦ୍ୱିତୀୟ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ ସହିତ ଭୁବନେଶ୍ୱରଠାରେ ଏହାର ଏକ ଏକ୍ସଟେନସନ ସେଣ୍ଟରର ଶିଳାନ୍ୟାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Related story