କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡ଼ା (ଅଜିତ କୁମାର ନାୟକ ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡ଼ିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ  ଲୋକଙ୍କ ପକ୍ଷେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ବାଲିଗୁଡା ସହରରେ ନୂଆ ସାହି ଓ ଖଜୁରିନାଳ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉପରକୁ ପାଣି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି।  ସେହିପରି ବାଟାଗୁଡ଼ା ୫୯ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ […]

baliguda-2.1..

baliguda-2.1..

Niharika Rout
  • Published: Tuesday, 13 August 2019
  • Updated: 13 August 2019, 01:23 PM IST

ବାଲିଗୁଡ଼ା (ଅଜିତ କୁମାର ନାୟକ ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡ଼ିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ  ଲୋକଙ୍କ ପକ୍ଷେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।

ବାଲିଗୁଡା ସହରରେ ନୂଆ ସାହି ଓ ଖଜୁରିନାଳ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉପରକୁ ପାଣି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି।  ସେହିପରି ବାଟାଗୁଡ଼ା ୫୯ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଧୋଇ  ଯାଇଛି।

ଏଥିଯୋଗୁ  କନ୍ଧମାଳ, କଳାହାଣ୍ଡି ଓ ରାୟଗଡା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି।  ଉଭୟ ପଟରେ ଦୀର୍ଘ ସମୟ ଯାନବାହନ ଅଟକି ରହିବା ସହ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏ ସମ୍ପର୍କରେ ବାଲିଗୁଡ଼ାର ଭାରପ୍ରାପ୍ତ ଉପଜିଲାପାଳ ରାଜେନ୍ଦ୍ର କୁମାର ରଣଜିତ କହିଛନ୍ତି, ବାଲିଗୁଡ଼ାର ବହୁ ଅଞ୍ଚଳ ଜଳମଗ୍ନ ରହିଛି।  ନଦୀକୁଳିଆ ଅଞ୍ଚଳବାସୀଙ୍କୁ  ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଭୟଭୀତ ନ ହେବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

ସରପଞ୍ଚ, ରେଭିନ୍ୟୁସ୍ତରୀୟ ଅଫିସରଙ୍କୁ ପଲିଥିନ, ଚାଉଳ ଓ ରିଲିଫ ସାମଗ୍ରୀ ସହ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଉଛି।  ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରରେ ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଉଛି।  ଆଉ ଦିନେ, ୨ ଦିନ ପରେ ପରିସ୍ଥିତିରେ ସୁଧାର ଆସିଲେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାମ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଉପଜିଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story