ସୌମ୍ୟରଞ୍ଜନଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କୁନିଝିଅ ପରୀ ମର୍ଡର ମାମଲାକୁ ନେଇକୁ ନେଇ ଚର୍ଚ୍ଚାରେ ଥିଲା ନୟାଗଡ଼ର ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ। ଏବେ ସେହି ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ସୌମ୍ୟାଙ୍କ ପାଖକୁ ନୟାଗଡ଼ ଉପ-ଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ପଠାଇଛନ୍ତି। ଜିଲ୍ଲା କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୭୫ରେ ତାଙ୍କୁ ନୋଟିସ ଆସିଛି। ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟଙ୍କ ଦସ୍ତଖତ ଥାଇ ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ନୋଟିସରେ […]

soumya ranjan pradhan

soumya ranjan pradhan

Manoranjan Sial
  • Published: Thursday, 01 April 2021
  • Updated: 01 April 2021, 04:38 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କୁନିଝିଅ ପରୀ ମର୍ଡର ମାମଲାକୁ ନେଇକୁ ନେଇ ଚର୍ଚ୍ଚାରେ ଥିଲା ନୟାଗଡ଼ର ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ। ଏବେ ସେହି ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ସୌମ୍ୟାଙ୍କ ପାଖକୁ ନୟାଗଡ଼ ଉପ-ଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ପଠାଇଛନ୍ତି। ଜିଲ୍ଲା କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୭୫ରେ ତାଙ୍କୁ ନୋଟିସ ଆସିଛି।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟଙ୍କ ଦସ୍ତଖତ ଥାଇ ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି। ତେବେ ଅପ୍ରେଲ ୨୦ ତାରିଖରେ ଏନେଇ ପଞ୍ଚାୟତ କର୍ଯ୍ୟାଳୟରେ ଅନାସ୍ଥା ସମ୍ପର୍କରେ ମତଦାନ ହେବ ବୋଲି ସୂଚନା ମିଳିଛି।

[caption id="attachment_631960" align="aligncenter" width="956"]Anastha prastaba ସୌମ୍ୟ ରଞ୍ଜନଙ୍କ ନାଁରେ ଆସିଥିବା ଅନାସ୍ଥ ପ୍ରସ୍ତାବ ଚିଠି[/caption]

ଯଦୁପୁରର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟାକାଣ୍ଡ ମାମଲାରେ ଅଙ୍ଗତସ୍କରି କଥା ଉଠାଇ ଥିଲେ ସୌମ୍ୟ। ଏହାପରେ ସୌମ୍ୟଙ୍କୁ ମନ୍ତ୍ରୀ ଅରୁଣ ସାହୁ ଧମକ ଦେଉଥିବାର ଅଡିଓ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। ଏହାଛଡ଼ା ଗତ ସପ୍ତାହରେ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ କରାଇ ଦେଉନଥିବା ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସୌମ୍ୟ। ଯାହାର ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story