ସ୍କୁଲ ଫି ମାମଲା: ଏଥର ବି ହାତ ଟେକି ଦେଲେ ରାଜ୍ୟ ସରକାର

କଟକ (ଓଡ଼ିଶା ରିପୋର୍ଟର): ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ପୂର୍ବଥର ପରି ଏଥର ବି ହାତ ଟେକି ଦେଲେ ରାଜ୍ୟ ସରକାର।  ସ୍କୁଲ ଫି ନିୟନ୍ତ୍ରଣରେ କୌଣସି କର୍ତ୍ତୃତ୍ୱ ନଥିବା ଜଣାଇଛନ୍ତି ରାଜ୍ୟ ସରକାର। ଘରୋଇ ସ୍କୁଲ୍ ଫି ଛାଡ଼ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏପରି କହିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

Orissa High Court

Orissa High Court

Niharika Rout
  • Published: Monday, 07 December 2020
  • Updated: 07 December 2020, 01:54 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ପୂର୍ବଥର ପରି ଏଥର ବି ହାତ ଟେକି ଦେଲେ ରାଜ୍ୟ ସରକାର।  ସ୍କୁଲ ଫି ନିୟନ୍ତ୍ରଣରେ କୌଣସି କର୍ତ୍ତୃତ୍ୱ ନଥିବା ଜଣାଇଛନ୍ତି ରାଜ୍ୟ ସରକାର।

ଘରୋଇ ସ୍କୁଲ୍ ଫି ଛାଡ଼ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏପରି କହିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos