୧୦ ସୁଦ୍ଧା ଟିକା ନିଅ, ନହେଲେ ଦରମା ହୋଇପାରେ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏପରି ଚେତାବନୀ ଦେଇଛି। କୋୱିନ ଆପ୍‌ରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଟିକାଦାନ ହାର କମ୍‌ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ନେଇଛି। ସେପଟେ ଟିକା ପାଇଁ କଡ଼ା […]

corona

corona

Manoranjan Sial
  • Published: Friday, 05 February 2021
  • Updated: 05 February 2021, 06:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏପରି ଚେତାବନୀ ଦେଇଛି। କୋୱିନ ଆପ୍‌ରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଟିକାଦାନ ହାର କମ୍‌ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ନେଇଛି।

ସେପଟେ ଟିକା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ। ଟିକା ନନେଲେ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। ରେଜିଷ୍ଟ୍ରେସନ କରି ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଟିକା ନେଉନଥିବାରୁ ଜିଲ୍ଲାପାଳ ଏପରି ଚେତାବନୀ ଦେଇଛନ୍ତି। ୧୦ ତାରିଖ ସୁଦ୍ଧା ଟିକା ନନେଲେ ଦରମା ଉଠାଇ ପାରିବେନି। ଏନେଇ ସିଏମ୍‌ସି କମିଶନର, SCB ଅଧୀକ୍ଷକ ଓ CDMO ପ୍ରମୁଖଙ୍କୁ ଚିଠି କରିଛନ୍ତି ଜିଲ୍ଲାପାଳ। ମାତ୍ର ଚିଠି ସଂପର୍କରେ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି ଜିଲ୍ଲାପାଳ।

ଗତ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମଧ୍ୟ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଏଥିପାଇଁ କରୋନା ଯୋଦ୍ଧାମାନେ ରେଜିଷ୍ଟ୍ରେନ୍‌ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ରେଜିଷ୍ଟ୍ରେସନ୍‌ କରି ମଧ୍ୟ ଟିକା ନେଉନାହାନ୍ତି କେତେକ ସ୍ୱାସ୍ଥ୍ୟ କର୍ମୀ। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ୁଛି। ଯେଉଁମାନଙ୍କୁ କରୋନା ଯୋଦ୍ଧା କୁହାଯାଉଥିଲା, ସେମାନେ ଯଦି ଟିକା ନେଉ ନାହାନ୍ତି, ତାହାହେଲେ ସାଧାରଣ ଲୋକ କେମିତି ନେବେ? ଏପରି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଏଥିରୁ ବର୍ତ୍ତିବା ପାଇଁ କଟକ ଜିଲ୍ଲାପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କରୋନା ଟିକା ନନେଲେ ଦରମା ବନ୍ଦ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story