ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା: ଅଗ୍ନିଶମ ବିଭାଗ ଶୋଇଥିଲା, ଓଏଚଆରସି ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ଖେଳାଯାଉଥିବା କଟକର ବାରବାଟୀ ଷ୍ଟାଡ଼ିୟମରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଦେଶବିଦେଶର ଖେଳାଳୀମାନେ ଏଠାକୁ ଆସୁଥିଲେ ମଧ୍ୟ ଏତେ ବଡ଼ ଷ୍ଟାଡ଼ିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଆଉ ରାଜ୍ୟ ଅଗ୍ନିଶମ ବିଭାଗ ମଧ୍ୟ ଏହାକୁ ଅଣଦେଖା କରିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ମାନବାଧିକାର କମିଶନ ଏଥିରେ ହସ୍ତକ୍ଷେପ କରି ବାରବାଟୀ ଷ୍ଟାଡ଼ିୟମରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ନିମନ୍ତେ […]

cuttack

cuttack

Ordigital Desk
  • Published: Thursday, 26 May 2022
  • Updated: 26 May 2022, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ଖେଳାଯାଉଥିବା କଟକର ବାରବାଟୀ ଷ୍ଟାଡ଼ିୟମରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଦେଶବିଦେଶର ଖେଳାଳୀମାନେ ଏଠାକୁ ଆସୁଥିଲେ ମଧ୍ୟ ଏତେ ବଡ଼ ଷ୍ଟାଡ଼ିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଆଉ ରାଜ୍ୟ ଅଗ୍ନିଶମ ବିଭାଗ ମଧ୍ୟ ଏହାକୁ ଅଣଦେଖା କରିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ମାନବାଧିକାର କମିଶନ ଏଥିରେ ହସ୍ତକ୍ଷେପ କରି ବାରବାଟୀ ଷ୍ଟାଡ଼ିୟମରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ନିମନ୍ତେ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟି-୨୦ ଦିନିକିଆ ମ୍ୟାଚ୍ ଖେଳାଯିବାର ଥିବାବେଳେ ନିିଶିକାନ୍ତ ମିଶ୍ରଙ୍କ ଆବେଦନର ଶୁଣାଣି କରି ମେ’ ୨୬ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କଟକ ପୁଲିସ ଡିସିପି ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକଙ୍କୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ।

ଆବେଦନକାରୀ ଶ୍ରୀ ମିଶ୍ର କଟକ ବାରବାଟୀ ଷ୍ଟାଡ଼ିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କଟକ ଡିସିପି ପିନାକ ମିଶ୍ର ଆଜି କମିଶନଙ୍କ ପାଖରେ ଦାଖଲ କରିଥିବା ରିପୋର୍ଟରେ ବାରବାଟୀ ଷ୍ଟାଡ଼ିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଥିବା ଗୁରୁତର ତ୍ରୁଟି ସମ୍ପର୍କରେ ତଥ୍ୟ ରଖିଥିଲେ । କମିଶନ ଆଜି ତାଙ୍କ ନିର୍ଦ୍ଦେଶରେ ବାରବାଟୀ ଷ୍ଟାଡ଼ିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଜୁନ୍ ୨୬ ସୁଦ୍ଧା ଆବେଦନକାରୀ ଶ୍ରୀ ମିଶ୍ର ଉଠାଇଥିବା ପ୍ରସଙ୍ଗ ଉପରେ ରିପୋର୍ଟ ଦେବାକୁ କମିଶନ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ପରେ ଓଡ଼ିଶାର ସମସ୍ତ ସରକାରୀ କୋଠା ଓ ପ୍ରତିଷ୍ଠାନ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଡିଟ୍ କାର୍ଯ୍ୟ ସପ୍ତାହକ ସୁଦ୍ଧା କରାଯିବ ବୋଲି ଚଳିତମାସ ୧୪ତାରିଖରେ ଅଗ୍ନିଶମ ବାହିନୀ ଡିଜି ସନ୍ତୋଷ ଉପାଧ୍ୟାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟ ମଧ୍ୟ ସବୁ ଜିଲ୍ଲା ଅଗ୍ନିଶମ ଅଧିକାରୀ, ସର୍କଲ ଓ ରେଞ୍ଜ ଅଗ୍ନିଶମ ଅଧିକାରୀଙ୍କୁ ଚିଠି ଲେଖି ଓଡ଼ିଶା ଅଗ୍ନି ନିରାପତ୍ତା ନିୟମର ଗାଇଡଲାଇନ୍ କଡ଼ାକଡ଼ି ପାଳନ ସହ ବିଭିନ୍ନ କୋଠାରେ ଅଗ୍ନି ନିରାପତ୍ତା ଯାଂଚ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ ଦୀର୍ଘବର୍ଷ ଧରି କଟକ ବାରବାଟୀ ଷ୍ଟାଡ଼ିୟମରେ କିଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ସେ ନେଇ ଅଗ୍ନିଶମ ବିଭାଗ ନିରବ ରହିଛି । ଅବଶ୍ୟ ଷ୍ଟାଡ଼ିୟମରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ହାସଲ ନିମନ୍ତେ ଆବଶ୍ୟକ ଆବେଦନ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)କୁ ପୂର୍ବରୁ ଅଗ୍ନିଶମ ବିଭାଗ ଚିଠି ଲେଖିଥିଲା । କିନ୍ତୁ ଓସିଏ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ । ଯଦିଓ ବାରବାଟୀ ଷ୍ଟାଡ଼ିୟମରେ କ୍ରିକେଟ୍ ମ୍ୟାଚ ହେଲେ ପ୍ରାୟ ୪୦ହଜାରରୁ ଅଧିକ ଦର୍ଶକ ବସିବାର ସୁବିଧା ସେଠାରେ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story