ଆସୁଛି ରଥଯାତ୍ରା: ସିଲ୍‌ ହେବ ପୁରୀ ସହରର ଆକାଶପଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କର ଘୋଷ ଯାତ୍ରା। ଏଥିପାଇଁ ସୁରକ୍ଷା ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରା ଓ ଗୁଣ୍ଡିଚାଯାତ୍ରା ଦିନ ଶ୍ରୀକ୍ଷେତ୍ରରେ ୫.୫ କିଲୋମିଟର ପରିଧି ଭିତରେ ପ୍ରାୟ ୧୧ ହଜାର ଉଚ୍ଚରେ ନୋ ଫ୍ଲାଇଂ ଜୋନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ରେଳଯାତ୍ରୀଙ୍କ ସଂଖ୍ୟାକୁ ଆଖି ଆଖରେ ରଖି କ୍ରାଉଡ କଣ୍ଟୋଲ ସହିତ ସୁରକ୍ଷାକୁ କଡାକଡ଼ି କରିବାକୁ ଆର୍‌ପିଏଫକୁ […]

no flaying june in puri jagannath temple in ratha yatra

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 06:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କର ଘୋଷ ଯାତ୍ରା। ଏଥିପାଇଁ ସୁରକ୍ଷା ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରା ଓ ଗୁଣ୍ଡିଚାଯାତ୍ରା ଦିନ ଶ୍ରୀକ୍ଷେତ୍ରରେ ୫.୫ କିଲୋମିଟର ପରିଧି ଭିତରେ ପ୍ରାୟ ୧୧ ହଜାର ଉଚ୍ଚରେ ନୋ ଫ୍ଲାଇଂ ଜୋନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ରେଳଯାତ୍ରୀଙ୍କ ସଂଖ୍ୟାକୁ ଆଖି ଆଖରେ ରଖି କ୍ରାଉଡ କଣ୍ଟୋଲ ସହିତ ସୁରକ୍ଷାକୁ କଡାକଡ଼ି କରିବାକୁ ଆର୍‌ପିଏଫକୁ କୁହାଯାଇଛି। ରଥଯାତ୍ରା ସୁରକ୍ଷା ନେଇ ଭୁବନେଶ୍ୱର ଡିଜିଙ୍କ କ୍ୟାମ୍ପ୍ ଅଫିସ୍‌ରେ ବସିଥିବା ସମୀକ୍ଷା ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି।

ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ରଥଯାତ୍ରା ସମୟ ବୈଠକରେ ସମସ୍ତ ବିଭାଗ ମଧ୍ୟରେ କେମିତି ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ପାରିବ ସେନେଇ ରଣନୀତି ତିଆରି କରାଯାଇଥିଲା। ମୁଖ୍ୟତଃ ପ୍ରତିବର୍ଷରେ ଯେତିକି ଫୋର୍ସ ମୁତୟନ ରହନ୍ତି, ଚଳିତ ବର୍ଷ ମଧ୍ୟ ସେତିକି ଫୋର୍ସ ମୁତୟନ ରହିବେ। ଓସାଫ୍ ସହିତ ୨ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ରହିବେ। କୋଷ୍ଟଗାର୍ଡ, ନାଭି ଓ ମାରାଇନ ପୋଲିସର ଗୁରୁଦାୟିତ୍ୱର ରହିଛି। ତେବେ ନୈସେନାକୁ ହାଇଆଲର୍ଟ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ରଥଯାତ୍ରାରେ ଏଥର NSG କୁ ନିୟୋଜିତ କରାଯାଇଛି। ପୁରୀଠାରୁ କମ ଦୂରରେ ଏମାନେ ରହିବେ। ଯେମିତି ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ପାରିବେ। ଗୁଜବକୁ ନେଇ ଯେମିତି ଦଳାଚକଟା ନ ହୁଏ ସେଥିପାଇଁ ସୁରକ୍ଷା କର୍ମୀମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିଆରପିଏଫ୍, ଏନ୍‌ଡିଆରଏଫ୍, ଏନ୍ଏସ୍‌ଜି, ଆରପିଏଫ୍, ନାଭାଲ, କୋଷ୍ଟଗାର୍ଡ ଓ ରାଜ୍ୟ ଗୁଇନ୍ଦା ବିଭାଗର ବରିଷ୍ଠ ଅଧତ୍କାରୀ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story