ଗଞ୍ଜେଇ ଚାଷକୁ ରେଡ୍‌ ସିଗନାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଶା ଦ୍ରବ୍ୟରେ ପରିଗଣିତ ହେଉଥିବା ଗଞ୍ଜେଇ ଚାଷକୁ ଓଡ଼ିଶାରେ ଗ୍ରୀନ୍‌ କିମ୍ବା ରେଡ୍‌ ସିଗନାଲ ମିଳିବ, ତାକୁ ନେଇ ଚାଲିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଛେଦ।ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ରାଜ୍ୟରେ ଗଞ୍ଜେଇ ଚାଷକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳି ପାରି ନାହିଁ। ଏଥିନିମନ୍ତେ ଅନୁମତି ମିଳିପାରି ନ ଥିବାରୁ ଗଞ୍ଜେଇ ଚାଷ ଏଠାରେ ପୂର୍ବ ଭଳି ବେଆଇନ ରହିବ। ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ […]

ganja-3

ganja-3

Niharika Rout
  • Published: Tuesday, 19 November 2019
  • Updated: 19 November 2019, 01:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଶା ଦ୍ରବ୍ୟରେ ପରିଗଣିତ ହେଉଥିବା ଗଞ୍ଜେଇ ଚାଷକୁ ଓଡ଼ିଶାରେ ଗ୍ରୀନ୍‌ କିମ୍ବା ରେଡ୍‌ ସିଗନାଲ ମିଳିବ, ତାକୁ ନେଇ ଚାଲିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଛେଦ।ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ରାଜ୍ୟରେ ଗଞ୍ଜେଇ ଚାଷକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳି ପାରି ନାହିଁ। ଏଥିନିମନ୍ତେ ଅନୁମତି ମିଳିପାରି ନ ଥିବାରୁ ଗଞ୍ଜେଇ ଚାଷ ଏଠାରେ ପୂର୍ବ ଭଳି ବେଆଇନ ରହିବ।

ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ ।  ହେଲେ ଏହି ପ୍ରସ୍ତାବକୁ ଖାରଜ କରିଛି ଆଇନ ବିଭାଗ । ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗଞ୍ଜେଇ ଚାଷକୁ ନେଇ ବିସ୍ତୁତ ଭାବେ ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ନାର୍କୋଟିକ୍‌ ଡ୍ରଗସ୍‌ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସେସ୍‌ ଆକ୍ଟ,୧୯୮୫ ଅନୁଯାୟୀ, ଗଞ୍ଜେଇ ଚାଷ ବେଆଇନ୍‌ ବୋଲି ଘୋଷଣା କରାଯାଇଛି। ହେଲେ ଏବେ ଏହାର ଔଷଧୀୟ ଗୁଣ ଦୃଷ୍ଟିରୁ ଗଞ୍ଜେଇ ଚାଷ ଓ ଚିକିତ୍ସା ସମ୍ବନ୍ଧୀୟ ବ୍ୟବହାର ପାଇଁ ଅନୁମତି ମିଳିବା ଆବଶ୍ୟକ ବୋଲି ଦାବି ହେଉଛି । କାରଣ ଦୁରାରୋଗ୍ୟ କ୍ୟାନ୍ସର ରୋଗ ପାଇଁ ଗଞ୍ଜେଇରେ ଔଷଧୀୟ ଗୁଣ ଥିବା ବିଷେଶଜ୍ଞମାନେ ମତ ଦେଲେଣି। କିନ୍ତୁ ଔଷଧୀୟ ଗୁଣ ଦୃଷ୍ଟିରୁ ଗଞ୍ଜେଇ ଚାଷକୁ  ଅନୁମତି ମିଳିବା ଆବଶ୍ୟକ ବୋଲି  ହେଉଥିବା ଦାବିକୁ ଅଗ୍ରାହ୍ୟ କରି ଦେଇଛି ଆଇନ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story