ଗଞ୍ଜେଇ ଚାଷକୁ ମିଳିବ କି ଗ୍ରୀନ୍‌ ସିଗନାଲ୍‌ ? ଚିଠିକୁ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଞ୍ଜେଇ ଚାଷକୁ ମିଳିବକି ଗ୍ରୀନ୍‌ ସିଗନାଲ? ଅବୈଧ ଭାବେ ଘୋଷିତ ହୋଇଥିବା ଗଞ୍ଜେଇ ଚାଷକୁ ମିଳିବ କି ମାନ୍ୟତା? କାରଣ ନିଶା ଦ୍ରବ୍ୟରେ ପରିଗଣିତ ହେଉଥିବା ଗଞ୍ଜେଇ ଚାଷ ଭାରତରେ ବେଆଇନ୍‌ ହୋଇଥିବା ବେଳେ ଏହାର ବୈଧତା ନେଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ପାଦେ ଆଗେଇଛନ୍ତି ଓଡ଼ିଶା ସରକାର। ଗଞ୍ଜେଇ ଚାଷକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିବ କି ନାହିଁ ସେନେଇ ବିଚାରବିମର୍ଶ ହେବ। ଏନେଇ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶକ […]

6789

6789

Tapas Behera
  • Published: Monday, 18 November 2019
  • Updated: 18 November 2019, 06:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଞ୍ଜେଇ ଚାଷକୁ ମିଳିବକି ଗ୍ରୀନ୍‌ ସିଗନାଲ? ଅବୈଧ ଭାବେ ଘୋଷିତ ହୋଇଥିବା ଗଞ୍ଜେଇ ଚାଷକୁ ମିଳିବ କି ମାନ୍ୟତା? କାରଣ ନିଶା ଦ୍ରବ୍ୟରେ ପରିଗଣିତ ହେଉଥିବା ଗଞ୍ଜେଇ ଚାଷ ଭାରତରେ ବେଆଇନ୍‌ ହୋଇଥିବା ବେଳେ ଏହାର ବୈଧତା ନେଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ପାଦେ ଆଗେଇଛନ୍ତି ଓଡ଼ିଶା ସରକାର।

ଗଞ୍ଜେଇ ଚାଷକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିବ କି ନାହିଁ ସେନେଇ ବିଚାରବିମର୍ଶ ହେବ। ଏନେଇ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଏସ୍‌ବିକେ ପ୍ରଧାନ ଅବକାରୀ କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଗଞ୍ଜେଇ ଚାଷ ସମ୍ପର୍କିତ ବୈଠକ ବସିବାର ସମ୍ପର୍କରେ ଉଲ୍ଲେଖ ରହିଛି। ୧୯ ଡିସେମ୍ବର ଅର୍ଥାତ ଆସନ୍ତକାଲି ଏ ସମ୍ପର୍କରେ ବୈଠକ ଡକାଯାଇଛି। ୮/୧୧/୨୦୧୯ରେ ଚିଠିଟି ଇସ୍ୟୁ ହୋଇଛି। ଗଞ୍ଜେଇ ଚାଷକୁ ଆଇନସିଦ୍ଧ ଔଷଧୀୟ ଦ୍ରବ୍ୟ ଭାବେ ମାନ୍ୟତା ଦେବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ସମ୍ପର୍କରେ ଚିଠିରେ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ, ନାର୍କୋଟିକ୍‌ ଡ୍ରଗସ୍‌ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସେସ୍‌ ଆକ୍ଟ,୧୯୮୫ ଅନୁଯାୟୀ, ଗଞ୍ଜେଇ ଚାଷ ବେଆଇନ୍‌ ବୋଲି ଘୋଷଣା କରାଯାଇଛି। ହେଲେ ଏବେ ଏହାର ଔଷଧୀୟ ଗୁଣ ଦୃଷ୍ଟିରୁ ଗଞ୍ଜେଇ ଚାଷ ଓ ଚିକିତ୍ସା ସମ୍ବନ୍ଧୀୟ ବ୍ୟବହାର ପାଇଁ ଅନୁମତି ମିଳିବା ଆବଶ୍ୟକ ବୋଲି ଦାବି ହେଉଛି । କାରଣ ଦୁରାରୋଗ୍ୟ କ୍ୟାନ୍ସର ରୋଗ ପାଇଁ ଗଞ୍ଜେଇରେ ଔଷଧୀୟ ଗୁଣ ଥିବା ବିଷେଶଜ୍ଞମାନେ ମତ ଦେଲେଣି। ତେଣୁ ଔଷଧୀୟ ଗୁଣ ଦୃଷ୍ଟିରୁ ଗଞ୍ଜେଇ ଚାଷକୁ  ଅନୁମତି ମିଳିବା ଆବଶ୍ୟକ ବୋଲି ଦାବି ହେଉଛି । ଏହାକୁ ଦୃଷ୍ଟିରେ ରଖି ଏକ୍ଷେତ୍ରରେ ଅଧିକ ବିଚାର ପାଇଁ ସରକାର ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ଏହି ଚିଠିଟି ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story