ଇମ୍ଫା ଆନ୍ଦୋଳନର ସମାଧାନ ପାଇଁ ବସିଥିବା ବୈଠକ ବିଫଳ

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନର ସମାଧାନ ପାଇଁ ବସିଥିବା ବୈଠକ ବିଫଳ ହୋଇଯାଇଛି। ଇମ୍ଫା ଅଧିକାରୀ, ଜିଲ୍ଲାପାଳ ଓ ଆନ୍ଦୋଳନକାରୀଙ୍କୁ ନେଇ ଏହି ତ୍ରିପାକ୍ଷିକ ଆଲୋଚନା ହେଉଥିଲା। ଏଥିରେ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ।

ଇମ୍ଫାର କନିଷ୍ଠ ଅଧିକାରୀ କୌଣସି ନିଷ୍ପତ୍ତି ନେଇ ପାରୁ ନଥିବାରୁ ଆଲୋଚନା ବିଫଳ ହୋଇଥିବା ଆନ୍ଧଳନକାରୀ ଏବଂ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି ଆନ୍ଦୋଳନକାରୀଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ଇମ୍ଫା ଅଧିକାରୀ କହିଛନ୍ତି।

ଜିତୁ ଜାକାସିକାଙ୍କ ନେତୃତ୍ୱରେ ୩୦ ଆନ୍ଦୋଳନକାରୀ ବୈଠକରେ ସାମିଲ ହୋଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

Ordigital Desk
• Published: Monday, 30 April 2018
• Updated: 30 April 2018, 11:18 PM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନର ସମାଧାନ ପାଇଁ ବସିଥିବା ବୈଠକ ବିଫଳ ହୋଇଯାଇଛି। ଇମ୍ଫା ଅଧିକାରୀ, ଜିଲ୍ଲାପାଳ ଓ ଆନ୍ଦୋଳନକାରୀଙ୍କୁ ନେଇ ଏହି ତ୍ରିପାକ୍ଷିକ ଆଲୋଚନା ହେଉଥିଲା। ଏଥିରେ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ।

ଇମ୍ଫାର କନିଷ୍ଠ ଅଧିକାରୀ କୌଣସି ନିଷ୍ପତ୍ତି ନେଇ ପାରୁ ନଥିବାରୁ ଆଲୋଚନା ବିଫଳ ହୋଇଥିବା ଆନ୍ଧଳନକାରୀ ଏବଂ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି ଆନ୍ଦୋଳନକାରୀଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ଇମ୍ଫା ଅଧିକାରୀ କହିଛନ୍ତି।

ଜିତୁ ଜାକାସିକାଙ୍କ ନେତୃତ୍ୱରେ ୩୦ ଆନ୍ଦୋଳନକାରୀ ବୈଠକରେ ସାମିଲ ହୋଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos