ବୈଠକରେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ପ୍ରସଙ୍ଗ ଉଠି ନାହିଁ: ମମତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବସିଥିବା ପୂର୍ବାଂଚଳ ପରିଷଦ ବୈଠକରେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ପ୍ରସଙ୍ଗ ଉଠି ନାହିଁ। ଏହା ଏଜେଣ୍ଡାରେ ନଥିବାରୁ ଆଲୋଚନା ହୋଇନାହିଁ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭୁବନେଶ୍ୱରରେ ବସିଥିବା ପୂର୍ବାଞ୍ଚଳ କାଉନ୍‌ସିଲ ବୈଠକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଝାଡ଼ଖଣ୍ଡ […]

mamata

mamata

Manoranjan Sial
  • Published: Friday, 28 February 2020
  • Updated: 28 February 2020, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବସିଥିବା ପୂର୍ବାଂଚଳ ପରିଷଦ ବୈଠକରେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ପ୍ରସଙ୍ଗ ଉଠି ନାହିଁ। ଏହା ଏଜେଣ୍ଡାରେ ନଥିବାରୁ ଆଲୋଚନା ହୋଇନାହିଁ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଭୁବନେଶ୍ୱରରେ ବସିଥିବା ପୂର୍ବାଞ୍ଚଳ କାଉନ୍‌ସିଲ ବୈଠକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ନିଜ ରାଜ୍ୟର ଦାବି ଉପସ୍ଥାପନ କରିଥିଲେ। ତେବେ ରାଜ୍ୟକୁ ମିଳୁଥିବା ଜିଏସ୍‌ଟି ବାବଦ ଅର୍ଥ ଠିକ୍‌ ସମୟରେ ମିଳୁନଥିବାରୁ ମମତା ଅସନ୍ତୋଷ ଝାଡ଼ିଥିଲେ। ଠିକ୍‌ ସମୟରେ ଜିଏସ୍‌ଟି ବାବାଦ ଅର୍ଥ ପ୍ରଦାନ କରିବାକୁ ମମତା ଦାବି କରିଛନ୍ତି।

ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି, “ଜିଏସ୍‌ଟି ରାଜ୍ୟ ଭାଗ ମାସକରେ ଥରେ ନଦେଇ ୬ ମାସରେ ଦେଉଛନ୍ତି। ୬ ମାସରେ ଥରେ ପଇସା ପାଇଲେ କର୍ମଚାରୀଙ୍କ ଦରମା କେମିତି ଦେବୁ? ପଶ୍ଚିମବଙ୍ଗ କେନ୍ଦ୍ରଠାରୁ ୫୦ ହଜାର କୋଟି ପାଇବାର ଅଛି। ଶୀଘ୍ର ଅର୍ଥ ପଠାଇବାକୁ କହିଛୁ। ବାତ୍ୟା ଫୋନି ଓ ବୁଲ୍‌ବୁଲରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ହେଲେ ଆମେ ଆଜିପର୍ଯ୍ୟନ୍ତ କ୍ଷୟକ୍ଷତି ସହାୟତା ପାଇନୁ। ଏହାଛଡ଼ା ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।”

ଦିଲ୍ଲୀରେ ସିଏଏ ହିଂସା ନେଇ ମମତା କହିଛନ୍ତି, “ଦିଲ୍ଲୀରେ ଯେମିତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ ମୁଁ ବହୁତ ଦୁଃଖି। ସେଠାରେ ଶୀଘ୍ର ଶାନ୍ତି ଫେରିଆସିବା ଜରୁରି। ପୀଡ଼ିତଙ୍କୁ ସହାୟତା ଦରକାର। ଏହା ଦୁଃଖଦାୟକ ଘଟଣା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story