ଫିକା ପଡ଼ିବ ନୂଆ ବର୍ଷ, ଜିରୋ ନାଇଟ୍ ସେଲିବ୍ରେସନକୁ ନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିକା ପଡ଼ିବ ଏଥରର ନୂଆ ବର୍ଷ। ରାଜଧାନୀ ଭୁବନେଶ୍ୱରରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ଏ ନେଇ ବିଏମସି ନିର୍ଦ୍ଦେଶାନାମା ଜାରି କରିଛନ୍ତି। ବିଏମସିର ନିର୍ଦ୍ଦେଶାନାମା ଅନୁଯାୟୀ, ଚଳିତ ବର୍ଷ ନୂଆ ବର୍ଷରେ ଜିରୋ ନାଇଟ୍ ପାଳନ କରାଯିବ ନାହିଁ। ହୋଟେଲ୍, କ୍ଲବ୍, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବ ନାହିଁ ବୋଲି କହିଛି ବିଏମସି। ସେହିପରି ଅନ୍ୟ କୌଣସି ସ୍ଥାନରେ ଅଧିକ ସଂଖ୍ୟକ ଲୋକେ ଏକାଠି […]

zero

zero

Ranjit Kumar Jena
  • Published: Monday, 28 December 2020
  • Updated: 28 December 2020, 01:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିକା ପଡ଼ିବ ଏଥରର ନୂଆ ବର୍ଷ। ରାଜଧାନୀ ଭୁବନେଶ୍ୱରରେ ଏଥର ସେଲିବ୍ରେସନ୍ ହେବନି ଜିରୋ ନାଇଟ୍। ଏ ନେଇ ବିଏମସି ନିର୍ଦ୍ଦେଶାନାମା ଜାରି କରିଛନ୍ତି। ବିଏମସିର ନିର୍ଦ୍ଦେଶାନାମା ଅନୁଯାୟୀ, ଚଳିତ ବର୍ଷ ନୂଆ ବର୍ଷରେ ଜିରୋ ନାଇଟ୍ ପାଳନ କରାଯିବ ନାହିଁ। ହୋଟେଲ୍, କ୍ଲବ୍, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବ ନାହିଁ ବୋଲି କହିଛି ବିଏମସି।

ସେହିପରି ଅନ୍ୟ କୌଣସି ସ୍ଥାନରେ ଅଧିକ ସଂଖ୍ୟକ ଲୋକେ ଏକାଠି ହୋଇ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ମଧ୍ୟ ମନା କରାଯାଇଛି। ସମସ୍ତଙ୍କୁ ନିଜ ପରିବାର କିମ୍ବା ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ଘରେ ରହି ଜିରୋ ନାଇଟ୍ ପାଳିବାକୁ କହିଛି ବିଏମସି। ତେବେ ଜିରୋ ନାଇଟ୍ ପାଳିବା ସମୟରେ କୋଭିଡ୍ ନିୟମର ପାଳନ କରିବାକୁ ବିଏମସି ପରାମର୍ଶ ଦେଇଛି। ବିଏମସିର ଏହି ନିର୍ଦ୍ଦେଶାନାମା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତ ୧୫ ତାରିଖରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନକୁ ନା କରିଥିଲେ। କରୋନା ଯୋଗୁ ଦୀର୍ଘ ୮ରୁ ଅଧିକ ମାସ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ଯେହେତୁ ଜିରୋ ନାଇଟରେ ଲୋକଙ୍କର ଗହଳି ଅଧିକ ହେବ, ତେଣୁ ଏହାକୁ ଆଖି ଆଗରେ ରଖି ବିଏମସି ଏହି ବଡ଼ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story