ଏଥର ଜିରୋ ନାଇଟ୍‌ ସେଲିବ୍ରେସନକୁ ରେଡ୍ ସିଗନାଲ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଏଥର ଜମିବନି ନୂଆ ବର୍ଷ। ବାଜିବନି ଡିଜେ। ଦୁଲୁକୁବନି ମଞ୍ଚ। ଜମିବନି ନାଚଗୀତର ଆସର। ଫିକାପଡ଼ିବ  ଜିରୋ ନାଇଟ୍‌ ସେଲିବ୍ରେସନ ମନା । ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି।  ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। ସେହିପରି ଜାନୁଆରୀ ୩ ତାରିଖ […]

new-year

new-year

Tapas Behera
  • Published: Tuesday, 15 December 2020
  • Updated: 15 December 2020, 06:02 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଏଥର ଜମିବନି ନୂଆ ବର୍ଷ। ବାଜିବନି ଡିଜେ। ଦୁଲୁକୁବନି ମଞ୍ଚ। ଜମିବନି ନାଚଗୀତର ଆସର। ଫିକାପଡ଼ିବ  ଜିରୋ ନାଇଟ୍‌ ସେଲିବ୍ରେସନ ମନା । ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି।  ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି।

ସେହିପରି ଜାନୁଆରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ। ଯେଉଁମାନେ ୩ରୁ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରଟେକିଂ ଦେବେ। ସଂପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡରଟେକିଂ ଦେବେ। କୋଭିଡ଼ ଗାଇଡଲାଇନ ପାଳନ ନେଇ ଅଣ୍ଡରଟେକିଂ କମିଟି ଦେବ। ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ଲେଖିକି ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos