'ଅତିଥି ଦେବୋ ଭବ' ଏମିତି : ରାଜ୍ୟରେ ବିଦେଶିନୀଙ୍କଠାରୁ ଲୁଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅତିଥି ଦେବୋ ଭବ’- ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାର ଦେଉଛନ୍ତି ଏପରି ନାରା। ଏହା ସତ୍ତ୍ୱେ ଜଣେ ବିଦେଶିନୀ ଆଜି ଓଡ଼ିଶାରେ ଲୁଟ୍‌ର ଶିକାର ହୋଇଛନ୍ତି। ନରୱେରୁ ଆସିଥିବା ଜଣେ ଛାତ୍ରୀ ଭୁବନେଶ୍ୱରରେ ଏକ ବିଶ୍ୱବିଦ୍ୟାଳୟରେ ଇଣ୍ଟର୍ଣ୍ଣସିପ୍‌ କରିବା ପାଇଁ ଆସି ଲୁଟ୍‌ର ଶିକାର ହୋଇଛନ୍ତି। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଇଣ୍ଟର୍ଣ୍ଣସିପ୍ କରି […]

foreign

foreign

Manoranjan Sial
  • Published: Saturday, 17 November 2018
  • Updated: 17 November 2018, 07:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅତିଥି ଦେବୋ ଭବ’- ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାର ଦେଉଛନ୍ତି ଏପରି ନାରା। ଏହା ସତ୍ତ୍ୱେ ଜଣେ ବିଦେଶିନୀ ଆଜି ଓଡ଼ିଶାରେ ଲୁଟ୍‌ର ଶିକାର ହୋଇଛନ୍ତି। ନରୱେରୁ ଆସିଥିବା ଜଣେ ଛାତ୍ରୀ ଭୁବନେଶ୍ୱରରେ ଏକ ବିଶ୍ୱବିଦ୍ୟାଳୟରେ ଇଣ୍ଟର୍ଣ୍ଣସିପ୍‌ କରିବା ପାଇଁ ଆସି ଲୁଟ୍‌ର ଶିକାର ହୋଇଛନ୍ତି। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଇଣ୍ଟର୍ଣ୍ଣସିପ୍ କରି ନରେଓ୍ୱର ସଂପୃକ୍ତ ବିଦେଶିନୀ ଛାତ୍ରୀ ଜଣକ ଅଟୋରେ ଫେରୁଥିଲେ। ଏହି ସମୟରେ ଖଣ୍ଡଗିରି ଅଞ୍ଚଳରେ ତାଙ୍କଠାରୁ ଲୁଟ୍‌ ହୋଇଥିଲା। ଲୁଟେରାମାନେ ତାଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଲ୍ୟାପଟପ୍ ଓ ଅନ୍ୟାନ୍ୟ ଉପକରଣ ତଥା କାଗଜପତ୍ର ଛଡ଼ାଇ ନେଇଯାଇଥିଲେ। ଛାତ୍ରୀଙ୍କ ଅଭିଯୋଗ କ୍ରମେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଓ ସଂପୃକ୍ତ ଅଟୋଚାଳକକୁ ପଚରା ଉଚରା କରି ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଜାରି ରଖିଛି।

ଲୁଟ୍‌ର ଶିକାର ବିଦେଶିନୀ ଗଣମାଧ୍ୟମକୁ ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ପୁଲିସ ଘଟଣାର ଖୋଲତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story