ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ: ନ୍ୟାୟ ନୁହେଁ, କମ୍ପରମାଇଜ୍ ଚାହୁଁଥିଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ଅଭିଯୋଗକାରିଣୀ ମହିଳାଙ୍କ ଉଦ୍ଦେଶ୍ୟ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି। ଆଠ ତାରିଖରେ କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। ଆଉ ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ନଅ ତାରିଖରେ ବିନା ତଦନ୍ତ ଓ ଶୁଣାଣିରେ କମିଶନର ମାନ୍ୟବର ଅଧ୍ୟକ୍ଷା ଓଟିଭି ଏମଡିଙ୍କୁ ଏକପାଖିଆ ଦୋଷୀ ସଜାଇଲେ, ଯାହା ମଧ୍ୟ ତାଙ୍କ କ୍ଷମତାର ସଂପୂର୍ଣ୍ଣ ବାହାରେ। ତାଙ୍କରି ବିଭାଗୀୟ ଓ୍ୱେବ୍ ସାଇଟରେ […]

gangrape

gangrape

Manoranjan Sial
  • Published: Friday, 11 September 2020
  • Updated: 11 September 2020, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ଅଭିଯୋଗକାରିଣୀ ମହିଳାଙ୍କ ଉଦ୍ଦେଶ୍ୟ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି। ଆଠ ତାରିଖରେ କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। ଆଉ ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ନଅ ତାରିଖରେ ବିନା ତଦନ୍ତ ଓ ଶୁଣାଣିରେ କମିଶନର ମାନ୍ୟବର ଅଧ୍ୟକ୍ଷା ଓଟିଭି ଏମଡିଙ୍କୁ ଏକପାଖିଆ ଦୋଷୀ ସଜାଇଲେ, ଯାହା ମଧ୍ୟ ତାଙ୍କ କ୍ଷମତାର ସଂପୂର୍ଣ୍ଣ ବାହାରେ। ତାଙ୍କରି ବିଭାଗୀୟ ଓ୍ୱେବ୍ ସାଇଟରେ ଉଲ୍ଲଖିତ ଧାରା ଅନୁସାରେ ଏପରି ନିଷ୍ପତ୍ତି ନେବାର କ୍ଷମତା ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପାଖରେ ନାହିଁ। ସେପଟେ ପୀଡ଼ିତାଙ୍କ ସନ୍ଦେହପୂର୍ଣ୍ଣ ଆଚରଣ ସଂପର୍କରେ ଇନଫୋସିଟି ଥାନାରେ ଓଟିଭି ପକ୍ଷରୁ ଜୁଲାଇ ଦଶ ତାରିଖରେ ସୂଚନା ଦିଆଯାଇଥିଲେ ହେଁ ପୁଲିସ କାହିଁକି ଏନେଇ ଅହେତୁକ ନିରବତା ଅବଲମ୍ବନ କରିଥିଲା, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି ସଙ୍ଗିନ ଅଭିଯୋଗ ଆଣିବା ପରେ ସଂପୃକ୍ତ ମହିଳା ନ୍ୟାୟ ବଦଳରେ କମ୍ପରମାଇଜ୍ କରିବାକୁ ବାରମ୍ବାର ଅନୁରୋଧ କରିବା, ଏହି ମାମଲା ପଛର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଛାଡ଼ିଛି।

ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିଜସ୍ୱ ଓ୍ୱେବସାଇଟରେ ଥିବା ଧାରା ଅନୁସାରେ, ଯଦି କୌଣସି ଘଟଣାରେ ଶିଶୁ ଅଧିକାର ଉଲ୍ଲଙ୍ଘନ ହେଉଥିବା ତଦନ୍ତରୁ ଜଣାପଡ଼ିଲା, ତେବେ କମିଶନ ସଠିକ୍ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିପାରିବେ। ଏନେଇ ପୁଲିସକୁ ଏଫଆଇଆର ରୁଜୁ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ପାରିବେ। କିନ୍ତୁ କମିଶନ କାହାକୁ ଦୋଷୀ ସଜେଇ ପାରିବେନି କି ଅର୍ଥଦଣ୍ଡ ଦେଇ ପାରିବେ ନାହିଁ। କିନ୍ତୁ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବିନା ତଦନ୍ତରେ ଓ ତଥ୍ୟ ରଖିବାର ସୁଯୋଗ ନଦେଇ ସିଧା ଓଟିଭି ଏମଡିଙ୍କୁ ଶିଶୁ ଅଧିକାର ସୁରକ୍ଷା କମିଶନ ଦୋଷୀ ଘୋଷଣା କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି।

ସୂଚନା ଅନୁସାରେ, ଓଟିଭିରେ ଠିକା କର୍ମଚାରୀ ଭାବେ କାମ କରୁଥିବା ପୀଡ଼ିତା ନାବାଳିକାଙ୍କ ମା, ୬ ମାସିଆ ଠିକା ଅବଧି ପୂରିବାକୁ ୨ ମାସ ବାକି ଥିବା ବେଳେ ନିଜ ସହିତ ଅସଦାଚରଣର ଅଭିଯୋଗ ଆଣିବାରୁ ଓଟିଭି କର୍ତ୍ତୃପକ୍ଷ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିଲେ। ପରେ ସୁପ୍ରିମ୍ କୋର୍ଟଙ୍କ ଗାଇଡ ଲାଇନ ଅନୁସାରେ ଗଠିତ ବିଶାଖା କମିଟି ଦ୍ୱାରା ତଦନ୍ତ କରାଇଥିଲା। ତେବେ ଅଭିଯୋଗକାରିଣୀ ମହିଳା ଜଣଙ୍କ ସେ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିନଥିଲେ। ପରେ ସଂପୃକ୍ତ ମହିଳା ନିଜ ଝିଅକୁ ଗଣଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଓଟିଭିର ଆଭ୍ୟନ୍ତରୀଣ କମିଟିର ମୁଖ୍ୟ ଏପ୍ରିଲ୍ ମାସର ଘଟଣାକୁ କାହିଁକି ଜୁଲାଇ ପର୍ଯ୍ୟନ୍ତ ଜଣାଇନଥିଲ ବୋଲି ପ୍ରଶ୍ନ କରିଥିଲେ। ଏହା ସହ ଏହା ତାଙ୍କ ତଦନ୍ତ ପରିସରଭୁକ୍ତ ମାମଲା ହୋଇ ନଥିବାରୁ ମହିଳାଙ୍କୁ ଏ ନେଇ ପୁଲିସରେ ଅଭିଯୋଗ କରିବାକୁ ବି ପରାମର୍ଶ ଦେଇଥିଲେ। ଖାଲି ସେତିକି ନୁହେଁ ସଂପୃକ୍ତ ମହିଳାଙ୍କ ପ୍ରାରମ୍ଭିକ ଅଭିଯୋଗ ଓ ଗତିବିଧିରେ ସନ୍ଦେହ ଲକ୍ଷ୍ୟ କରି ଜୁଲାଇ ୧୦ରେ ଓଟିଭି କର୍ତ୍ତୃପକ୍ଷ ଇନଫୋସିଟି ଥାନାରେ ମଧ୍ୟ ଏନେଇ ସୂଚନା ଦେଇଥିଲେ। ତେବେ ଏହାର ଦୁଇ ମାସ ପରେ ବି ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି ସଙ୍ଗିନ ଅଭିଯୋଗ ଆଣିବା ପରେ ବି ଅଭିଯୋଗକାରିଣୀ ଓଟିଭି ଏମଡିଙ୍କୁ ଫୋନ ଯୋଗେ କମ୍ପରମାଇଜ୍ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ। ଉଦବେଗଜନକ କଥା ହେଉଛି, କିଛି ଗଣମାଧ୍ୟମ ସଂସ୍ଥା ଏସବୁ ସମ୍ପର୍କରେ କୌଣସି ବି ତଥ୍ୟ ନ ଜାଣି କେବଳ ଓଟିଭି ଏମଡିଙ୍କୁ ଦୋଷୀଭାବେ ଚିତ୍ରଣ କରୁଛି। କୁହାଯାଉଛି, ଏହି ଘଟଣା ପଛର ଅସଲ ଷଡ଼ଯନ୍ତ୍ରକୁ ଚାପି ଦେବା ପାଇଁ କେଉଁ ଏକ ଅଦୃଶ୍ୟ ଶକ୍ତିର ଇସାରାରେ ଅଭିଯୋଗକାରିଣୀ, ଶିଶୁ ସୁରକ୍ଷା ଅଧିକାର ସୁରକ୍ଷା କମିଶନ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଲୋକଙ୍କୁ ଅଯଥା ବିଭ୍ରାନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story