ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ରୀୟ ଟିମ୍‌ଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ବଡ଼ ଟଙ୍କା ଅଚଳ ପରେ ରାଜ୍ୟର ସ୍ଥିତି କ’ଣ ରହିଛି, ଲୋକଙ୍କ ସମସ୍ୟା ସମାଧାନ ପାଇଁ କି ପଦକ୍ଷେପ ନିଆଯାଇଛି ଆଦି ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ରୀୟ ଟିମ୍‌ ସଦସ୍ୟ ସୁରେଶ ବଶିଷ୍ଟ ଏବଂ ସୌରଭ ଜେନ୍‌ଙ୍କ ସହ ରିଜର୍ଭ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବ୍ୟାଙ୍କର ଅଧିକାରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବିଭାଗ […]

meeting

meeting

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 01:30 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ରୀୟ ଟିମ୍‌ଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ବଡ଼ ଟଙ୍କା ଅଚଳ ପରେ ରାଜ୍ୟର ସ୍ଥିତି କ’ଣ ରହିଛି, ଲୋକଙ୍କ ସମସ୍ୟା ସମାଧାନ ପାଇଁ କି ପଦକ୍ଷେପ ନିଆଯାଇଛି ଆଦି ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହୋଇଥିଲା।

ବୈଠକରେ କେନ୍ଦ୍ରୀୟ ଟିମ୍‌ ସଦସ୍ୟ ସୁରେଶ ବଶିଷ୍ଟ ଏବଂ ସୌରଭ ଜେନ୍‌ଙ୍କ ସହ ରିଜର୍ଭ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବ୍ୟାଙ୍କର ଅଧିକାରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକ ପରେ ସୁରେଶ ବଶିଷ୍ଟ କହିଛନ୍ତି,“ବିମୁଦ୍ରାକରଣର ପରବର୍ତ୍ତୀ ସ୍ଥିତି ଉପରେ ସମୀକ୍ଷା ହେଲା। ବଡ଼ ନୋଟ୍‌ ଅଚଳକୁ ରାଜ୍ୟ ସରକାର ସ୍ୱାଗତ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଭଲ ପଦକ୍ଷେପ ନିଆଯାଉଛି। ଅସୁବିଧାର ସୁଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଆଲୋଚନା କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇବୁ।”

ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକ ମୀନା କହିଛନ୍ତି,“ଏସ୍‌ଏଲ୍‌ବିସି ନିଷ୍ପତ୍ତି ଅନୁଯାୟୀ ବ୍ୟାଙ୍କ ସେବା ପ୍ରଦାନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ସମବାୟ ବ୍ୟାଙ୍କ ଜରିଆରେ କାରବାର ପାଇଁ ଆମେ ଦାବି ଜଣାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story