ଗୁରିଆକୁ ଗୁଳି ମାରିଲା ପୁଲିସ୍‌

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଅଞ୍ଚଳରେ ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଆ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଗୁରିଆ ଜେଲ୍‌ରୁ ବାହାରିଥିଲା। ଜେଲରୁ ବାହାରିବା ପରେ ସେ ପୁଣି ଅପରାଧିକ କାମ ଆରମ୍ଭ କରିଥିଲା। ଜଗତପୁର ଅଞ୍ଚଳରେ ବୋମାମାଡ଼ ମଧ୍ୟ କରିଥିଲା। ଗତକାଲି ରାତିରେ ପୁଲିସ୍‌ ଗୁଳିରେ ଗୁରିଆ ଆହତ ହୋଇଛି। […]

rttyyy89899

rttyyy89899

Tapaswini Nayak
  • Published: Monday, 03 December 2018
  • Updated: 03 December 2018, 09:13 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଅଞ୍ଚଳରେ ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଆ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

rttt9000

କିଛି ଦିନ ତଳେ ଗୁରିଆ ଜେଲ୍‌ରୁ ବାହାରିଥିଲା। ଜେଲରୁ ବାହାରିବା ପରେ ସେ ପୁଣି ଅପରାଧିକ କାମ ଆରମ୍ଭ କରିଥିଲା। ଜଗତପୁର ଅଞ୍ଚଳରେ ବୋମାମାଡ଼ ମଧ୍ୟ କରିଥିଲା।

ଗତକାଲି ରାତିରେ ପୁଲିସ୍‌ ଗୁଳିରେ ଗୁରିଆ ଆହତ ହୋଇଛି। ତା’ଠାରୁ ଏକ ବନ୍ଧୁକ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story