ଜିତେନ୍ଦ୍ର ଆହତ, ଆଣ୍ଠୁରେ ବାଜିଛି ଗୁଳି

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିରେ ଏକ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ ଘର ପୁରୀ ଅବକାଶ ଲେନ୍‌ରେ ବୋଲି ସୂଚନା ମିଳିଛି। ଆଜି ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକରେ ପୁରୀ ପୁଲିସ୍‌ ସହ ଜିତେନ୍ଦ୍ରର ମୁହାଁମୁହିଁ ହୋଇଥିଲା। ନୟାଗଡ଼ରେ ଲୁଚି ରହିଥିବା ଜିତେନ୍ଦ୍ର ତା’ ସହଯୋଗୀ ସହ ଜଟଣୀ […]

jitendra

jitendra

Jitendra Garnayak
  • Published: Saturday, 12 January 2019
  • Updated: 12 January 2019, 10:15 AM IST

Sports

Latest News

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିରେ ଏକ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି।

ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ ଘର ପୁରୀ ଅବକାଶ ଲେନ୍‌ରେ ବୋଲି ସୂଚନା ମିଳିଛି।

ଆଜି ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକରେ ପୁରୀ ପୁଲିସ୍‌ ସହ ଜିତେନ୍ଦ୍ରର ମୁହାଁମୁହିଁ ହୋଇଥିଲା। ନୟାଗଡ଼ରେ ଲୁଚି ରହିଥିବା ଜିତେନ୍ଦ୍ର ତା’ ସହଯୋଗୀ ସହ ଜଟଣୀ ଦେଇ ଫେରୁଥିବା ବେଳେ ପୁଲିସ୍‌ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ତେବେ ଏହି ସମୟରେ ସେ ପୁଲିସ୍‌କୁ ଆକ୍ରମଣ କରିଥିଲା। ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍ ଗୁଳିରେ ସେ ଆହତ ହୋଇଥିଲା ଓ ଧରାପଡ଼ିଥିଲା।

ଘଟଣାସ୍ଥଳରୁ ଜିତେନ୍ଦ୍ରର ସହଯୋଗୀ ଫେରାର ହୋଇଯାଇଛି। ଜିତେନ୍ଦ୍ର ଠାରୁ ଗୋଟିଏ ବାଇକ୍, ଗୋଟିଏ ପିସ୍ତଲ ଏବଂ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ପୁରୀରେ ‘ପାରା’ ହତ୍ୟା ମାମଲାରେ ତା’ର ସଂପୃକ୍ତି ଥିବା ଅଭିଯୋଗ ରହିଛି। ‘ପାରା’ର ହତ୍ୟା ପରଠୁ ସେ ଫେରାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story