ଏନ୍‌କାଉଣ୍ଟର୍‌ରେ କାଳୁ ଗୁରୁତର

ଆସିକା (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକାର ଚାରିମାଇଲ୍‌ ଛକ ନିକଟରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ତାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆସିକା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଗାଁରୁ କାଳୁ ଗତକାଲି ରାତିରେ ଏକ ନମ୍ବର ବିହୀନ ବାଇକ୍‌ରେ ବାଲିପଦର ଯାଉଥିଲା। ଏହି ସମୟରେ ଆସିକା […]

kalu

kalu

Ordigital Desk
  • Published: Thursday, 09 August 2018
  • Updated: 09 August 2018, 08:11 AM IST

Sports

Latest News

ଆସିକା (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକାର ଚାରିମାଇଲ୍‌ ଛକ ନିକଟରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ତାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆସିକା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଗାଁରୁ କାଳୁ ଗତକାଲି ରାତିରେ ଏକ ନମ୍ବର ବିହୀନ ବାଇକ୍‌ରେ ବାଲିପଦର ଯାଉଥିଲା। ଏହି ସମୟରେ ଆସିକା ଏବଂ ବରଗଡ଼ ପୁଲିସ୍‌ ତା’ର ପିଛା କରିଥିଲା। ରାସ୍ତାରେ କାଳୁ ପୁଲିସ୍ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ପରେ ପୁଲିସ୍ ଗୁଳି ଚଳାଇଥିଲା ଓ ସେ ଆହତ ହୋଇଥିଲା।

bike

କାଳୁ ନାଁରେ ଆସିକା, ଧରାକୋଟ, ସୋରଡ଼ା, ବରଗଡ଼ ଓ କବିସୂର୍ଯ୍ୟନଗରରେ ୧୦ରୁ ଅଧିକ ଅପରାଧିକ ମାମଲାରହିଛି।  ତା’ଠାରୁ ପୁଲିସ୍‌ ଏକ ମାଉଜର୍, ୩ଟି ଗୁଳି ଓ ଏକ ନମ୍ବର ବିହୀନ ବାଇକ୍‌ ଜବତ କରିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତକାଲି ଗଞ୍ଜାମରେ ପୁଲିସ୍‌ ଏନ୍‌କାଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଥିଲା। ଖଲ୍ଲିକୋଟର ପୁସ୍ତପୁର ନିକଟରେ ଏହି ଏନ୍‌କାଉଣ୍ଟର୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story