ଏଣିକି ବିଜ୍ଞାପନରେ ମନ୍ତ୍ରୀଙ୍କ ଫଟୋ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଜରୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭାଗଗୁଡ଼ିକ ଏଣିକି ମନଇଚ୍ଛା କୌଣସି ସରକାରୀ ବିଜ୍ଞାପନରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ଫଟୋ ଛାପି ପାରିବେନି। ଏଥିପାଇଁ ବିଭାଗଗୁଡ଼ିକୁ ଏଣିକି ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଅନୁମୋଦନ ନେବା ଜରୁରୀ। ଆଉ ଅନୁମୋଦନ ପାଇବା ପରେ ହିଁ ବିଜ୍ଞାପନକୁ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପଦକ୍ଷେପ ନେବ। ଏଭଳି ଗାଇଡଲାଇନ୍ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ୱରେ […]

694033-naveen-patnaik-dna

694033-naveen-patnaik-dna

Tapas Behera
  • Published: Tuesday, 27 August 2019
  • Updated: 27 August 2019, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭାଗଗୁଡ଼ିକ ଏଣିକି ମନଇଚ୍ଛା କୌଣସି ସରକାରୀ ବିଜ୍ଞାପନରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ଫଟୋ ଛାପି ପାରିବେନି। ଏଥିପାଇଁ ବିଭାଗଗୁଡ଼ିକୁ ଏଣିକି ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଅନୁମୋଦନ ନେବା ଜରୁରୀ। ଆଉ ଅନୁମୋଦନ ପାଇବା ପରେ ହିଁ ବିଜ୍ଞାପନକୁ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପଦକ୍ଷେପ ନେବ। ଏଭଳି ଗାଇଡଲାଇନ୍ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା ଏନେଇ ସମସ୍ତ ବିଭାଗୀୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟକୁ ଚିଠି ଲେଖି ବିଭିନ୍ନ ସରକାରୀ ବିଜ୍ଞାପନରେ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀମାନଙ୍କ ଫଟୋ ପ୍ରକାଶନକୁ ନେଇ ଅଙ୍କୁଶ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ପାଳନ ନିମନ୍ତେ ଏଭଳି ଗାଇଡଲାଇନ୍ ଜାରି କରାଯାଇଥିବା ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ, ସରକାରୀ ବିଭାଗଗୁଡ଼ିକ ଯଦି କୌଣସି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପରିବର୍ତ୍ତେ ବିଭାଗୀୟ ମନ୍ତ୍ରୀଙ୍କ ଫଟୋ ପ୍ରକାଶନ କରିବାକୁ ଚାହିଁବେ, ତା’ହେଲେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଅନୁମତି ନେବା ଜରୁରୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମତିର ନକଲ ସହ ସେମାନେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସେମାନଙ୍କ ବିଜ୍ଞାପନ ପଠାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନଥିବା କୌଣସି ବିଜ୍ଞାପନକୁ ପ୍ରକାଶନ ପାଇଁ ସମ୍ବାଦପତ୍ରକୁ ପଠାଯାଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ସମସ୍ତ ବିଜ୍ଞାପନର ପ୍ରକାଶନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରୁଛି। ଗତ ସପ୍ତାହରେ ମଧ୍ୟ ବିଭିନ୍ନ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବା ସଂକ୍ରାନ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଗାଇଡଲାଇନ୍ ଜାରି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story