ଡିଜିପି ଦାୟିତ୍ୱରେ ବିଜୟ ଶର୍ମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ପୁଲିସ୍ ମହାନିର୍ଦ୍ଦେଶ (ଡିଜିପି) ଦାୟିତ୍ୱ ଦିଆଯାଇଛି। ପତ୍ନୀଙ୍କ ପରଲୋକ ଯୋଗୁ ଡିଜିପି ଆର୍‌.ପି ଶର୍ମା ଛୁଟିରେ ଯାଇଥିବାରୁ ବିଜୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଡିଜିପି ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ଡିଜି ପାହ୍ୟାର ଅଫିସରଙ୍କ ନାଁ ନିର୍ବାଚନ କମିଶନ୍‌ଙ୍କ ନିକଟକୁ ପଠାଯାଇଥିଲା। ସେଥିମଧ୍ୟରୁ ବି.କେ ଶର୍ମାଙ୍କୁ ଡିଜିପି ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିଶନ ସହମତି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, […]

bksharma

bksharma

Jitendra Garnayak
  • Published: Monday, 08 April 2019
  • Updated: 20 November 2019, 10:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ପୁଲିସ୍ ମହାନିର୍ଦ୍ଦେଶ (ଡିଜିପି) ଦାୟିତ୍ୱ ଦିଆଯାଇଛି। ପତ୍ନୀଙ୍କ ପରଲୋକ ଯୋଗୁ ଡିଜିପି ଆର୍‌.ପି ଶର୍ମା ଛୁଟିରେ ଯାଇଥିବାରୁ ବିଜୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଡିଜିପି ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ଡିଜି ପାହ୍ୟାର ଅଫିସରଙ୍କ ନାଁ ନିର୍ବାଚନ କମିଶନ୍‌ଙ୍କ ନିକଟକୁ ପଠାଯାଇଥିଲା। ସେଥିମଧ୍ୟରୁ ବି.କେ ଶର୍ମାଙ୍କୁ ଡିଜିପି ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିଶନ ସହମତି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ଡିଜିପି ଆର୍‌.ପି ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଥିଲା। ସେ ନିମୋନିଆରେ ପୀଡ଼ିତ ଥିଲେ।

ଅଗ୍ନିଶମ ବିଭାଗ ଡିଜି ଥିଲା ବେଳେ ବିଜୟ କୁମାର ଶର୍ମାଙ୍କ ନାଁରେ ଅଭିଯୋଗ ଆସିଛି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ଅନିୟମିତତା ଅଭିଯୋଗ ଆସିଥିଲା। ରାଜ୍ୟ ସରକାର ଗଠନ କଲେ ଉଚ୍ଚସ୍ତରୀୟ ତଦନ୍ତ କମିଟି। କମିଟିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଅଛନ୍ତି। ଗତ ଅଗଷ୍ଟ ୮ ତାରିଖରେ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବିଜୟ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story