ବାଘ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଲା ଏନ୍‌ଟିସିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ ରାଜ୍ୟ ବନ ବିଭାଗକୁ ନ୍ୟାସନାଲ୍ ଟାଇଗର କଞ୍ଜର୍‌ଭେସନ ଅଥରିଟି(ଏନ୍‌ଟିସିଏ) ରିପୋର୍ଟ ତଲବ କରିଛି। ବାଘର କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ଏବଂ ବନ ବିଭାଗ ଏ ସମ୍ପର୍କରେ କି କି ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛି ଏନ୍‌ଟିସିଏ। ଏହାସହ ବାଘ ପାଇଁ ସମସ୍ତ ଏସ୍‌ଓପି ପାଳନ କରିବାକୁ ରାଜ୍ୟ ବନ ବିଭାଗକୁ ପରାମର୍ଶ […]

tiger

tiger

Manoranjan Sial
  • Published: Tuesday, 30 October 2018
  • Updated: 30 October 2018, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ ରାଜ୍ୟ ବନ ବିଭାଗକୁ ନ୍ୟାସନାଲ୍ ଟାଇଗର କଞ୍ଜର୍‌ଭେସନ ଅଥରିଟି(ଏନ୍‌ଟିସିଏ) ରିପୋର୍ଟ ତଲବ କରିଛି। ବାଘର କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ଏବଂ ବନ ବିଭାଗ ଏ ସମ୍ପର୍କରେ କି କି ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛି ଏନ୍‌ଟିସିଏ। ଏହାସହ ବାଘ ପାଇଁ ସମସ୍ତ ଏସ୍‌ଓପି ପାଳନ କରିବାକୁ ରାଜ୍ୟ ବନ ବିଭାଗକୁ ପରାମର୍ଶ ଦିଆଯାଇଛି।

କିଛି ଦିନ ପୂର୍ବରୁ ହୀରାକୁଦ ଉପକଣ୍ଠ ଡେବ୍ରିଗଡ଼ ଅଭୟାରଣ୍ୟରେ ଏକ ବାଘ ମୃତ୍ୟୁ ଅଭିଯୋଗ ଆସିଥିଲା। ବାଘକୁ ହତ୍ୟା ପରେ ପୋଡ଼ି ଦିଆଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ମହାବଳ ବାଘ ବୋଲି କୁହାଯାଉଥିଲେ ବି ପରେ ଘଟଣାସ୍ଥଳ ପରିଦର୍ଶନ କରିଥିବା ବନ ବିଭାଗ ଏହା କଲରାପତରିଆ ବାଘ ବୋଲି ଅନୁମାନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story