ଠେଙ୍ଗାରେ ପିଟିଲେ ବିଡିଓ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଲିଆପାଳ ଓ ଛେଣ୍ଡିପଦା ବିଡିଓଙ୍କ ପରେ ଆଉ ଜଣେ ବିଡିଓଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ଏହି ସଦ୍ୟ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବିଡିଓ ପ୍ରମୋଦ ଦଳବେହେରାଙ୍କ ବିରୋଧରେ। ସୂଚନା ଅନୁଯାୟୀ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ନୂଆଗାଁ ବ୍ଲକ୍‌ ଅଫିସ୍‌ରେ ଲଗାଇଥିଲେ। କିନ୍ତୁ ଦେଢ଼ ବର୍ଷ ହେଲାଣି ବ୍ଲକ୍‌ ପକ୍ଷରୁ ତାଙ୍କୁ […]

nayagarh

nayagarh

Jitendra Garnayak
  • Published: Friday, 15 May 2020
  • Updated: 15 May 2020, 08:45 AM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଲିଆପାଳ ଓ ଛେଣ୍ଡିପଦା ବିଡିଓଙ୍କ ପରେ ଆଉ ଜଣେ ବିଡିଓଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ଏହି ସଦ୍ୟ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବିଡିଓ ପ୍ରମୋଦ ଦଳବେହେରାଙ୍କ ବିରୋଧରେ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ନୂଆଗାଁ ବ୍ଲକ୍‌ ଅଫିସ୍‌ରେ ଲଗାଇଥିଲେ। କିନ୍ତୁ ଦେଢ଼ ବର୍ଷ ହେଲାଣି ବ୍ଲକ୍‌ ପକ୍ଷରୁ ତାଙ୍କୁ ଭଡ଼ା ଟଙ୍କା ଦିଆଯାଇନାହିଁ। ଏନେଇ ସେ ବିଡିଓ ପ୍ରମୋଦ ଦଳବେହେରାଙ୍କୁ ଗୁହାରି କରିବାକୁ ଯାଇଥିଲେ। ହେଲେ ବିଡିଓ ତାଙ୍କ ସମସ୍ୟାର ସମାଧାନ କରିବା ବଦଳରେ ତାଙ୍କୁ ଠେଙ୍ଗାରେ ପିଟିଥିଲେ ବୋଲି ଅଭିଯୋଗ ହୋଇଛି। ତା’ସହିତ ବିଡିଓ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି।

ଜିତେନ୍ଦ୍ର ଏହି ଘଟଣା ନେଇ ବିଡିଓଙ୍କ ନାଁରେ ନୂଆଗାଁ ଥାନାରେ ଏତଲା ଦେଇଛନ୍ତି ଓ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ବିଡିଓ ଶ୍ରୀ ଦଳବେହେରା। ହଠାତ୍ ଉତ୍ତ୍ୟକ୍ତ ହୋଇ ମାଡ଼ ମାରିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବାଲିଆପାଳ ବିଡିଓ ଛବିରାଣୀ ସାହୁ ଖଟିଖିଆ ଶ୍ରମିକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସେ ଏହି ଘଟଣା ନେଇ ଭୁଲ୍ ମାଗିଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଡିଓ ସୁନୀଲ କେର୍କେଟା ମଧ୍ୟ କେତେକ ପ୍ରବାସୀ ମହିଳାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story