‘ଆମେ ସହାୟତା ମାଗିଲୁ, ବିଡିଓ ଆମକୁ ଅଭଦ୍ର ଭାଷାରେ ଗାଳିଦେଲେ’

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର କିଛି ପ୍ରବାସୀ ଶ୍ରମିକ ଗତକାଲି ଭୁବନେଶ୍ୱରରେ ପହଁଚିବା ପରେ ଦୀର୍ଘ ସମୟର ଅପେକ୍ଷା ଓ ପ୍ରଶାସନକୁ ନିବେଦନ କରିବା ପରେ ଶେଷରେ ମଧ୍ୟ ରାତ୍ରରେ ଏକ ଗାଡି ଯୋଗେ ସେମାନଙ୍କୁ ଅନୁଗୋଳ ଅଣାଯାଇଥିଲା । ତେବେ ବଅଁରପାଳ ଓ ତାଳଚେର ବ୍ଲକର କିଛି ପ୍ରବାସୀ ଶ୍ରମିକ ଯେଉଁଥିରେ ମହିଳା ଶ୍ରମିକ ସାମିଲ ସେମାନଙ୍କୁ ନେଇ ଛେଣ୍ଡିପଦା ବ୍ଲକ ବରପଦା ବିଦ୍ୟାଳୟରେ ରଖିବାର ବନ୍ଦୋବସ୍ତ କରାଯାଇଥିଲା। ମାତ୍ର ତାଳଚେର ଓ ବଅଁରପାଳ ବ୍ଲକର […]

hb90

hb90

Tapas Behera
  • Published: Thursday, 14 May 2020
  • Updated: 14 May 2020, 04:31 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର କିଛି ପ୍ରବାସୀ ଶ୍ରମିକ ଗତକାଲି ଭୁବନେଶ୍ୱରରେ ପହଁଚିବା ପରେ ଦୀର୍ଘ ସମୟର ଅପେକ୍ଷା ଓ ପ୍ରଶାସନକୁ ନିବେଦନ କରିବା ପରେ ଶେଷରେ ମଧ୍ୟ ରାତ୍ରରେ ଏକ ଗାଡି ଯୋଗେ ସେମାନଙ୍କୁ ଅନୁଗୋଳ ଅଣାଯାଇଥିଲା । ତେବେ ବଅଁରପାଳ ଓ ତାଳଚେର ବ୍ଲକର କିଛି ପ୍ରବାସୀ ଶ୍ରମିକ ଯେଉଁଥିରେ ମହିଳା ଶ୍ରମିକ ସାମିଲ ସେମାନଙ୍କୁ ନେଇ ଛେଣ୍ଡିପଦା ବ୍ଲକ ବରପଦା ବିଦ୍ୟାଳୟରେ ରଖିବାର ବନ୍ଦୋବସ୍ତ କରାଯାଇଥିଲା। ମାତ୍ର ତାଳଚେର ଓ ବଅଁରପାଳ ବ୍ଲକର ପ୍ରବାସୀ ଶ୍ରମିକ ନିଜ ଅଞ୍ଚଳକୁ ଯିବା ପାଇଁ ଚାହିଁଥିଲେ। ତେଣୁ ଏନେଇ ଛେଣ୍ଡିପଦା ବିଡିଓଙ୍କୁ ଫୋନ କରି ଜଣାଇଥିଲେ ।

ଫୋନ୍‌ ରେକର୍ଡ଼ରୁ ଯାହା ଶୁଣାଯାଉଛି ଜଣେ ଯୁବତୀ ସମ୍ପୃକ୍ତ ବିଡିଓଙ୍କୁ ଫୋନ୍ କରି ସହାୟତା ମାଗୁଛନ୍ତି। ହେଲେ ସେମାନଙ୍କୁ ସହାୟତା ବଦଳରେ ବିଡିଓ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଶୁଣାଯାଉଛି। କହୁଛନ୍ତି ତୁମେ କିଏକି ? ତୁମେ ହେଉଛ... ମଣିଷ।

ଏଠି ଗୋଟେ ଧନ୍ଦା ଚଲେଇଛ। ଏମିତି କେତେ କଣ ଅଶାଳୀନ ଭାସା ପ୍ରୟୋଗ କରୁଥିବା ଶୁଣାଯାଉଛି।ବିଡିଓ ଗାଡି ନଥିବା କହିବା ସହ ଚାଲି ଚାଲି ଯିବାକୁ କହିଥିଲେ। ଏହା ସହ ଉତ୍ୟକ୍ତ ହୋଇ ମହିଳା ଶ୍ରମିକଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଜଣେ ବିଡିଓଙ୍କ ଏଭଳି ବ୍ୟବହାରକୁ ନେଇ ପ୍ରବାସୀ ଶ୍ରମିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ବାଲ୍ୟାପାଳ ବିଡିଓ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରୁଥିବା ଭିଡିଓ ଭାଇରାଲ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story