ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ

ସମ୍ବଲପୁର (ଓଡ଼ିଶା ରିପୋର୍ଟର) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନୂଆଖାଇ ପାଇଁ ଲଗ୍ନ  ନିର୍ଦ୍ଧାରଣ ହୋଇଛି। ସମ୍ବଲପୁର ସହରର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ  ସେପ୍ଟେମ୍ବର ୩ ତାରିଖ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ନଷ୍ପତ୍ତି ନେଇଛନ୍ତି । ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି । ସବୁବର୍ଷ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ  ଜନ୍ମାଷ୍ଟମୀ ପରେ ନନ୍ଦ […]

temple-1

temple-1

Tapas Behera
  • Published: Saturday, 24 August 2019
  • Updated: 24 August 2019, 10:04 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନୂଆଖାଇ ପାଇଁ ଲଗ୍ନ  ନିର୍ଦ୍ଧାରଣ ହୋଇଛି। ସମ୍ବଲପୁର ସହରର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ  ସେପ୍ଟେମ୍ବର ୩ ତାରିଖ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ନଷ୍ପତ୍ତି ନେଇଛନ୍ତି ।

ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି । ସବୁବର୍ଷ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ  ଜନ୍ମାଷ୍ଟମୀ ପରେ ନନ୍ଦ ଉତ୍ସବ ଦିନ ନୂଆ ଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ   ବିଦ୍ୟାଦାତା । ମହାପ୍ରଭୁ ଗଣେଶଙ୍କ ପୂଜା ପରଦିନ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଖାଇ ପାଳନ  ହେବାର ପରମ୍ପରା ରହିଛି ।

ଚାଷୀ ଅମଳକ୍ଷମ ଧାନକୁ ଆରାଧ୍ୟ ଦେବୀଙ୍କ ପାଖରେ ସମର୍ପଣ କରିବା ସହ ନବାନ୍ନ ଲାଗି କରାଯାଏ । ଏହାପରେ ସପରିବାର ଏକତ୍ର ବସି ଖାଇବା ସହ ନୂଆଖାଇ ପାଳନ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story