ଦେଶର ଶ୍ରେଷ୍ଠ ୫ ପ୍ରଗତିଶୀଳ ଜିଲ୍ଲାଙ୍କ ମଧ୍ୟରେ ନୂଆପଡ଼ା ଓ କୋରାପୁଟ, ଶିକ୍ଷାରେ ମାଲକାନଗିରି ପଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଛୁଆ ଜିଲ୍ଲା ହୋଇ ମଧ୍ୟ ବିକାଶ ପ୍ରକ୍ରିୟାରେ ଅଧିକ ସଫଳତା ହାସଲ କରିଥିବା ଦେଶର ୫ଟି ପ୍ରଗତିଶୀଳ ଜିଲ୍ଲାଙ୍କ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ନୂଆପଡ଼ା ଏବଂ କୋରାପୁଟ। ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାର ନୂଆପଡ଼ା ଦ୍ୱିତୀୟସ୍ଥାନରେ ଅଛି। Improving connectivity in rural areas & providing housing facilities are some of the key factors for improving #BasicInfrastructure in the #AspirationalDistricts. […]

niti-ayoga

niti-ayoga

Subrat Kumar Nayak
  • Published: Thursday, 27 December 2018
  • Updated: 27 December 2018, 07:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଛୁଆ ଜିଲ୍ଲା ହୋଇ ମଧ୍ୟ ବିକାଶ ପ୍ରକ୍ରିୟାରେ ଅଧିକ ସଫଳତା ହାସଲ କରିଥିବା ଦେଶର ୫ଟି ପ୍ରଗତିଶୀଳ ଜିଲ୍ଲାଙ୍କ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ନୂଆପଡ଼ା ଏବଂ କୋରାପୁଟ। ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାର ନୂଆପଡ଼ା ଦ୍ୱିତୀୟସ୍ଥାନରେ ଅଛି।
https://twitter.com/NITIAayog/status/1078218883792805888
ଅନ୍ୟପକ୍ଷରେ ଏହି ବର୍ଗର ଜିଲ୍ଲାଙ୍କ ମଧ୍ୟରେ ଝାରଖଣ୍ଡର ପାକୁର, ଆସାମର ହୈଲକାଣ୍ଡି ଏବଂ ଝାରଖଣ୍ଡର ଚତ୍‌ରା ତାଲିକାର ଶେଷରେ ଅଛନ୍ତି। ଏଥିରେ ଦେଶର ୧୧୧ଟି ଜିଲ୍ଲାକୁ ସାମିଲ କରାଯାଇଥିଲା। ୨୦୧୮ ଜୁନ୍‌ ୧ରୁ ଅକ୍ଟୋବର ୩୧ ଯାଏ ଏହି ସବୁ ଜିଲ୍ଲାରେ ହୋଇଥିବା ବିକାଶ ପ୍ରକ୍ରିୟାକୁ ଅନୁଧ୍ୟାନ କରି ତାଲିକା ପ୍ରସ୍ତୁତ କରାଯାଇଥିଲା।

ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର, ଜମ୍ମୁ କଶ୍ମୀରର କୁପ୍‌ୱାରା ଓ ଜାମୁଇ ଆଦି ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ୨୦୧୮ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ ଏହି କାର୍ଯ୍ୟକ୍ରମରେ ପ୍ରଗତିରେ ପଛରେ ପଡ଼ିଯାଇଥିବା ଜିଲ୍ଲାମାନଙ୍କୁ ବିଶେଷ ଗୁରୁତ୍ୱ ଦେବାପାଇଁ ଆରମ୍ଭ କରାଯାଇଥିଲା।

ଏହି କ୍ରମରେ ପ୍ରଥମ ତାଲିକା ଗତ ଜୁନ୍‌ ମାସରେ ଆସିଥିଲା। ଏହି ତାଲିକାରେ ଶିକ୍ଷା କ୍ଷେତ୍ରରେ ମାଲକାନଗିରି ସବୁଠାରୁ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହୋଇଛି। କିନ୍ତୁ ନୂଆପଡ଼ା ଏଥିରେ ଦ୍ୱିତୀୟ ସ୍ଥାନରେ ଅଛି। ଏଥିରେ ତାମିଲନାଡ଼ୁର ବିରୁଧନଗର ଶ୍ରେଷ୍ଠ ଏବଂ ଝାରଖଣ୍ଡର ଗୁମ୍‌ଲା ତୃତୀୟ ସ୍ଥାନରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story