ନକ୍ସଲ ପ୍ରବଣ ଅଞ୍ଚଳରେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡା(ମାୟାଧର ସରାଫ): ନକ୍ସଲ ପ୍ରବଣ ଅଞ୍ଚଳରେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ। ସେ ସରକାରୀ ଯୋଜନାର ସମୀକ୍ଷା କରିବା ସହିତ ଲୋକଙ୍କ ସହିତ ଭାବବିନିମୟ କରିଛନ୍ତି।  ଏଥିସହ କେତେକ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପିତ କରିଛନ୍ତି। ଜିଲ୍ଲାପାଳ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ। ନୂଆପଡା ସ୍ୱଧାଦେବ ସିଂ ଆଜି ନକ୍ସଲ ପ୍ରବଣ ଅଞ୍ଚଳ ସୁନାବେଡା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତ ଗସ୍ତ କରିଥିଲେ। ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। […]

Nuapada

Nuapada

Manoranjan Sial
  • Published: Saturday, 18 September 2021
  • Updated: 18 September 2021, 09:50 PM IST

Sports

Latest News

ନୂଆପଡା(ମାୟାଧର ସରାଫ): ନକ୍ସଲ ପ୍ରବଣ ଅଞ୍ଚଳରେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ। ସେ ସରକାରୀ ଯୋଜନାର ସମୀକ୍ଷା କରିବା ସହିତ ଲୋକଙ୍କ ସହିତ ଭାବବିନିମୟ କରିଛନ୍ତି।  ଏଥିସହ କେତେକ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପିତ କରିଛନ୍ତି। ଜିଲ୍ଲାପାଳ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ।

ନୂଆପଡା ସ୍ୱଧାଦେବ ସିଂ ଆଜି ନକ୍ସଲ ପ୍ରବଣ ଅଞ୍ଚଳ ସୁନାବେଡା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତ ଗସ୍ତ କରିଥିଲେ। ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସୁନାବେଡା ଅଞ୍ଚଳରେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ଓ ଓପିଲିପି ଦ୍ୱାରା ତିଆରି କରା ଯାଇ ଥିବା ମାତୃ ଶିଶୁ ପୋଷଣ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ବ୍ଲକ ତରଫରୁ ତିଆରି କରାଯାଇ ଥିବା ଗ୍ରାମୀଣ ବଜାର ଆଦି ବୁଲି ଦେଖିଥିଲେ। ପରେ ସୁନାବେଡାଠାରେ ଥିବା ଏସ୍‌ଓଜି କ୍ୟାମ୍ପକୁ ଯାଇ ଯବାନଙ୍କ ବିଭିନ୍ନ ସମସ୍ୟା ବୁଝି ଥିଲେ।

[caption id="attachment_676916" align="aligncenter" width="833"]Nuapada ଆଦିବାସୀ ତରୁଣୀଙ୍କ ସହିତ ଜିଲ୍ଲାପାଳ[/caption]

ଗମନାଗମନ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବରକୋଟ ଗାଁରେ ଥିବା ଭୁଞ୍ଜିଆ ମହିଳାମାନଙ୍କ ପାଇଁ ଏକ ଧାନ ପେଷା କଳକୁ ଲୋକାର୍ପିତ କରିଥିଲେ। ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story