ସାଙ୍ଘାତିକ ଅଭିଯୋଗ, କରୋନା ଟିକା ନେଇ ଆଖିବୁଜିଲେ ସିକ୍ୟୁରିଟି ଗାର୍ଡ

ନୂଆପଡା(ମାୟାଧର ସରଫା): ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେଇଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି। ସେ କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ମୃତକ ଜଣକ ହେଲେ ନାନିକରାମ କେଉଟ। ତାଙ୍କ ଘର ଦିଆନମୁଣ୍ଡାରେ। ସୂଚନା ମୁତାବକ, ଗତ ୨୩ ତାରିଖରେ ସେ କରୋନା ଟିକା ନେଇଥିଲେ ଏବଂ ୨୫ ତାରିଖରେ ଡ୍ୟୁଟି କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ବୁର୍ଲା […]

security-gaurd

security-gaurd

Madhupriya Mistry
  • Published: Wednesday, 27 January 2021
  • Updated: 27 January 2021, 08:25 AM IST

Sports

Latest News

ନୂଆପଡା(ମାୟାଧର ସରଫା): ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେଇଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି। ସେ କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ମୃତକ ଜଣକ ହେଲେ ନାନିକରାମ କେଉଟ। ତାଙ୍କ ଘର ଦିଆନମୁଣ୍ଡାରେ।

ସୂଚନା ମୁତାବକ, ଗତ ୨୩ ତାରିଖରେ ସେ କରୋନା ଟିକା ନେଇଥିଲେ ଏବଂ ୨୫ ତାରିଖରେ ଡ୍ୟୁଟି କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ନୂଆପଡ଼ା ଗରିବ ସେନା।

ତେବେ ନୂଆପଡ଼ା ସିଡିଏମ୍ଓ ଏବଂ କରୋନାର ଜିଲ୍ଲା ମୁଖପାତ୍ର କହିଛନ୍ତି, ଟିକା ପାଇଁ ତାଙ୍କର ମୃତ୍ୟୁ ହୋଇନି ବରଂ ଅନ୍ୟ କୌଣସି ରୋଗରୁ ମୃତ୍ୟୁ ହୋଇଥାଇପାରେ। ରିପୋର୍ଟ ଆସିବା ପରେ ତାହା ଜଣାପଡିବ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ନୋଟରେ ଏହି ଅଭିଯୋଗକୁ ଖଣ୍ଡନ କରାଯିବା ସହ କରୋନା ଟିକା ସହ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story