ନୟାଗଡ: ବିପ୍ଲବ ପଟ୍ଟନାୟକ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ଗିରଫ

ନୟାଗଡ଼:  ନୟାଗଡ଼ ଗଣିଆ ଥାନା ପତଣ୍ଡାରେ ବିପ୍ଲବ ପଟ୍ଟନାୟକ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ରାଜକିଶୋର ପଣ୍ଡାଙ୍କୁ ପୋଲିସ ଚୌଦ୍ୱାର ଅଞ୍ଚଳରୁ ଗିରଫ କରିଛି। ରାଜକିଶୋର ପୂର୍ବରୁ ଗିରଫ ହୋଇଥିବା କାଶୀନାଥ ପଣ୍ଡାଙ୍କ ସମ୍ପର୍କୀୟ ପୁତୁରା। ପ୍ରେମ ଜନିତ ଘଟଣାକୁ ନେଇ ବିପ୍ଲବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନୟାଗଡ଼ ଏସପି କହିଛନ୍ତି। ଏହି ହତ୍ୟାକାଣ୍ଡ ରାଜକିଶୋର ନିଜେ କରିନଥିଲେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା କହିବା ସହ ହତ୍ୟା ପାଇଁ ୫୦ ହଜାର ଟଙ୍କ।ର ସୁପାରୀ ଡ଼ିଲ୍ […]

hathya

hathya

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 04:13 AM IST

ନୟାଗଡ଼:  ନୟାଗଡ଼ ଗଣିଆ ଥାନା ପତଣ୍ଡାରେ ବିପ୍ଲବ ପଟ୍ଟନାୟକ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ରାଜକିଶୋର ପଣ୍ଡାଙ୍କୁ ପୋଲିସ ଚୌଦ୍ୱାର ଅଞ୍ଚଳରୁ ଗିରଫ କରିଛି। ରାଜକିଶୋର ପୂର୍ବରୁ ଗିରଫ ହୋଇଥିବା କାଶୀନାଥ ପଣ୍ଡାଙ୍କ ସମ୍ପର୍କୀୟ ପୁତୁରା। ପ୍ରେମ ଜନିତ ଘଟଣାକୁ ନେଇ ବିପ୍ଲବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନୟାଗଡ଼ ଏସପି କହିଛନ୍ତି। ଏହି ହତ୍ୟାକାଣ୍ଡ ରାଜକିଶୋର ନିଜେ କରିନଥିଲେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା କହିବା ସହ ହତ୍ୟା ପାଇଁ ୫୦ ହଜାର ଟଙ୍କ।ର ସୁପାରୀ ଡ଼ିଲ୍ ହୋଇଥିବା ସେ ସ୍ୱୀକାର କରିଛି। ଗତ ୪ ତାରିଖ ଦିନ ଭୁବନେଶ୍ୱର ଜାଗମରା ଅଞ୍ଚଳର ବିପ୍ଲବ ପଟ୍ଟନାୟକଙ୍କୁ ନୃଶଂସ ଭାବେ ଗୋଡେ଼ଇ ଗୋଡେ଼ଇ ହତ୍ୟା କରାଯାଇଥିଲା। ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ନୟାଗଡ଼ ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story