ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୧୫

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୧୫ ପ୍ରିଲିମିନାରୀ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ୮ ହଜାର  ୬୭ ଜଣ କୃତକାର୍ଯ୍ୟ ହୋଇ ମୁଖ୍ୟ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାଧାରଣ ବର୍ଗରେ ୪୧୦୧, ଏସଇବିସି ବର୍ଗରେ ୮୮୭, ଅନୁସୂଚିତ ଜାତି ବର୍ଗରେ ୧୨୮୯ ଏବଂ ଅନୁସୂଚିତ ଜନଜାତି ବର୍ଗରେ ୧୭୯୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୁଖ୍ୟ ପରୀକ୍ଷାକୁ ୨ଟି ପର୍ଯ୍ୟାୟରେ କରିବା ପାଇଁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଫେବୃଆରୀ ୫, ୬ ଓ […]

oas

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 02:23 PM IST

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୧୫ ପ୍ରିଲିମିନାରୀ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ୮ ହଜାର  ୬୭ ଜଣ କୃତକାର୍ଯ୍ୟ ହୋଇ ମୁଖ୍ୟ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାଧାରଣ ବର୍ଗରେ ୪୧୦୧, ଏସଇବିସି ବର୍ଗରେ ୮୮୭, ଅନୁସୂଚିତ ଜାତି ବର୍ଗରେ ୧୨୮୯ ଏବଂ ଅନୁସୂଚିତ ଜନଜାତି ବର୍ଗରେ ୧୭୯୦ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ମୁଖ୍ୟ ପରୀକ୍ଷାକୁ ୨ଟି ପର୍ଯ୍ୟାୟରେ କରିବା ପାଇଁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଫେବୃଆରୀ ୫, ୬ ଓ ୭ ତାରିଖରେ ବାଧ୍ୟତାମୂଳକ ୫ଟି ବିଷୟ ପରୀକ୍ଷା କରିବା ପାଇଁ ଧାର୍ଯ୍ୟ କରାଯାଇଛି।

Related story