ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍ ଓ ଏଏସଓ ପରୀକ୍ଷା ବାତିଲ ଦାବି

କଟକ: ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍ ଓ ଏଏସଓ ପରୀକ୍ଷାକୁ ବାତିଲ କରି ଆଉ ଥରେ ପରୀକ୍ଷା କରାଇବା ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏ ନେଇ ଆଶାୟୀ ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ଆୟୋଗ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଓଏଏସ୍ ପ୍ରିଲିମିନାରୀ ପରୀକ୍ଷାରେ ୨୯ଟି ଇଚ୍ଛାଧୀନ ବିଷୟ […]

oas

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 01:59 PM IST

କଟକ: ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍ ଓ ଏଏସଓ ପରୀକ୍ଷାକୁ ବାତିଲ କରି ଆଉ ଥରେ ପରୀକ୍ଷା କରାଇବା ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏ ନେଇ ଆଶାୟୀ ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହାସହ ଆୟୋଗ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଓଏଏସ୍ ପ୍ରିଲିମିନାରୀ ପରୀକ୍ଷାରେ ୨୯ଟି ଇଚ୍ଛାଧୀନ ବିଷୟ ମଧ୍ୟରୁ ୧୯ଟିରେ ତ୍ରୁଟି ହୋଇଥିଲା।

Related story